pakka

ଶହୀଦ ଦିବସ : ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଲେ- ଆମେ ବାପୁଙ୍କ ଆଦର୍ଶକୁ ଅଧିକ ଲୋକପ୍ରିୟ କରୁଛୁ

bbehera

ନୂଆଦିଲ୍ଲୀ : ଆଜି ୩୦ ଜାନୁଆରୀ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶହୀଦ ଦିବସ । ୩୦ ଜାନୁୟାରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡସେ ଗୁଳି କରି ହତ୍ୟା କରିଥିଲା । ବାପୁଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ବାପୁଙ୍କ ମୃତ୍ୟୁ ବାର୍ଷିକୀରେ ଆମେ ତାଙ୍କ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ପାଇଁ କାର୍ୟ୍ୟ କରୁଛୁ, ଆମର ସାମୂହିକ ପ୍ରୟାସ ଜାରି ରହିଛି । ଆଜି ଶହୀଦ ଦିବସରେ, ମୁଁ ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ, ଯେଉଁମାନେ ସାହସର ସହିତ ଆମ ଦେଶକୁ ରକ୍ଷା କରିଥିଲେ । ତାଙ୍କର ସେବା ଏବଂ ବୀରତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ ।

jay balangir
Leave A Reply

Your email address will not be published.

seven + fourteen =

error: Content is protected !!