Daily Archives

ବଲାଙ୍ଗିର ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ୧୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ : ଚୂଡ଼ାନ୍ତ ତାଲିକା ଜାରି କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାର ତିଥି ଆଜି ସମାପ୍ତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ତାଲିକା ଜାରି କରିଛନ୍ତି ଜିଲ୍ଲା ପଞ୍ଚାୟତ ଅଧିକାରୀ । ତାଲିକା ଅନୁସାରେ ବଲାଙ୍ଗିର ଜିଲ୍ଲା
Read More...

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ଭୂତିଆରବାହାଲକୁ ହରାଇ ସେମିଫାଇନାଲରେ ସିକୁଆଁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ଦିନ ଦ୍ଵିତୀୟ ଦିନରେ ପହଞ୍ଚିଛି । ଆଜିର ପ୍ରଥମ ମ୍ୟାଚ୍‌ ଭୂତିଆରବାହାଲ ସହ ବଡବନ୍ଧ ମଧ୍ୟରେ ହୋଇଥିଲା । ଏହି
Read More...

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେଲେ ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ବିଶିଷ୍ଟ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇଁ ତାଲିକା ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ବିଶିଷ୍ଟ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ମିଳିବା ପରେ
Read More...

ପଲଶାଗୋରା ସମିତି ସଭ୍ୟ ପ୍ରାର୍ଥିନୀ ସସ୍ମିତା ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ସମିତିସଭ୍ୟ ପଦବୀ ଅନୁସୂଚିତ ଜାତି(ମହିଳା) ପାଇଁ ସଂରକ୍ଷିତ ଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଯେ, ଏହି ପଞ୍ଚାୟତରେ ସମିତିସଭ୍ୟ
Read More...

ଭାଜପାର ନିର୍ବାଚନୀ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଆଜି ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସଭ୍ୟ ସଭ୍ୟାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ
Read More...

ଆଗଲପୁର ବ୍ଲକ ମୁଖ୍ୟ କିରାଣୀ ପ୍ରଫୁଲ୍ଲଙ୍କ ପାଖରୁ ଠାବ ହେଲା ୧.୩୨ କୋଟି ଟଙ୍କାର ସଂପତ୍ତି : ଭିଜିଲାନ୍ସ ବିଭାଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଆଗଲପୁର ବ୍ଲକ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା’ଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ତାଙ୍କ ପାଖରୁ ୧.୩୨ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା
Read More...

ପୋଖରୀ କୂଳରୁ ଆଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ସ୍ଥିତ ସ୍ଥାନୀୟ ପୋଖରୀ କୂଳରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ପୁଲିସ ଘଟଣା ସ୍ଥାନରେ ପହଁଚି ଅଜଣା
Read More...

ଭୋଟର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାର ଅଧିକାରୀ ଓ ନୂତନ ଭୋଟରମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ
Read More...

ବୌଦ୍ଧ ଜିଲ୍ଲାରେ ଦ୍ଵାଦଶ ଜାତୀୟ ମତଦାତା ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ୧୨ ତମ ଜାତୀୟ ମତଦାତା ଦିବସ ସ୍ଥାନୀୟ ଟାଉନହଲଠାରେ ପାଳନ କରାଯାଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଅଛି । ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ
Read More...

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଆଭାସୀ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଆଭାସୀ ଆଲୋଚନା ଚକ୍ରରେ ଓଡିଶା ଓ ଝାଡଖଣ୍ଡର ଅନେକ ବୁଦ୍ଧିଜୀବୀ ଯୋଗଦେଇ ଅନୁଷ୍ଠାନ ଓ ଓଡିଆ ଭାଷାର ସ୍ଥିତି, ସୁରକ୍ଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉପରେ
Read More...