Daily Archives

ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ : ଜାତୀୟ ରାଜପଥ ଅବରୋଧ କଲେ ଲୋକେ, ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା କେରମେଲି ପଞ୍ଚାୟତ ବନାରସ ଗ୍ରାମର ଟଙ୍କ ମହାକୁର(୬୭)ଙ୍କ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ, ଟଙ୍କ ମହାକୁର କେରମେଲି ପଞ୍ଚାୟତକୁ ଚାଉଳ ଆଣିବା ପାଇଁ ଆସିଥିବା ବେଳେ ଦୃତ ଗତିରେ ଏକ ଇଣ୍ଡିକୋ ଗାଡି (ଓଡି୦୩ଏ୪୮୦୮)
Read More...

ଜାତୀୟ ଭୋଟର ଦିବସ ପାଳିତ

• ଗଣତନ୍ତ୍ରର ମୂଳଦୁଆ ହେଉଛନ୍ତି ଭୋଟର : ଭୋଟର ଯେତେ ବଳିଷ୍ଠ ହେଲେ ଗଣତନ୍ତ୍ର ସେତେ ମଜବୁତ ହେବ - ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱାଦଶ ଜାତୀୟ ମତଦାନ ଦିବସ-୨୦୨୨ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସମାରୋହ ଆଜି ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଭବନ
Read More...

ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀଙ୍କ ଦାଦାଗିରି : ଥାନାରେ ମାମଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀ କ୍ଷିତିଶ ସାହୁ ଓ ତାଙ୍କ ସଂପର୍କିୟ ଭୋଜରାଜ ସାହୁ, ପୃଥ୍ୱୀରାଜ ସାହୁ ଅପରପକ୍ଷ ସମର୍ଥକଙ୍କୁ ମାଡପଟି କରିବା, ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ହତ୍ୟା କରିବାର ଧମକ ଦେବା ଘଟଣା
Read More...

ଦରବୃଦ୍ଧି ପ୍ରଶ୍ନରେ ବାଇଡେନ କ୍ରୋଧିତ ହୋଇ ସାମ୍ବାଦିକଙ୍କୁ କହିଲେ- ଷ୍ଟୁପିଡ଼୍‌ ସନ୍‌ ଅଫ…

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବହୁତ ଖୁସି ମିଜାଜ୍‌ର ଏବଂ ଶାନ୍ତ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ସୋମବାର ହ୍ୱାଇଟ ହାଉସରେ ଅର୍ଥନୈତିକ ପରାମର୍ଶଦାତା ମାନଙ୍କ ସହିତ ଏକ ସାକ୍ଷାତକାରରେ ବାଇଡେନଙ୍କ ଏକ ଭିନ୍ନ ଚେହେରା ସାମ୍ନାକୁ ଆସିଛି । ବାସ୍ତବରେ ଫକ୍ସ
Read More...

ଜାତୀୟ ଖୋଖୋ ପ୍ରଶିକ୍ଷଣ ପାଇଁ ଡେଲାଙ୍ଗର ଭରତ ପ୍ରଧାନ ମନୋନୀତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ଖୋଖୋ କ୍ରୀଡ଼ାର ଶ୍ରେଷ୍ଠ ସଫଳତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଭରତ କୁମାର ପ୍ରଧାନ ସାମିଲ । ଚଳିତ ମାସ ୨୮ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ନେହେରୁ ଷ୍ଟାଡିୟମ୍‌ରୁ ଦିଲ୍ଲୀଠାରେ ହେବାକୁ ଯାଉଥିବା ଜାତୀୟ ଖୋଖୋ
Read More...

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ବୀରତା ପୁରସ୍କାର ଗ୍ରହଣ କରିଥିବା ହିରୋମାନଙ୍କ ନାମ ଘୋଷଣା କରାଯାଇଛି । ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ୪ ରାଜପୁତାନା ରାଇଫଲ୍ସର ସୁବେଦାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୧୦ ଜଣ, ବଲାଙ୍ଗିର ବ୍ଲକରୁ ୭ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୨୪ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୮ ଜଣ, ବେଲପଡା
Read More...

ଛତ୍ରପୁରରେ ଏୟାରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ଶାଖା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଭୋକ୍ତାଙ୍କୁ ସୁବିଧାରେ ଇଣ୍ଟରନେଟ୍‌ ଯୋଗାଇଦେବା ନିମନ୍ତେ ଏକ୍ସ-ଏୟାରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ଶାଖା ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବିଜେଡି ବରିଷ୍ଠ ଯୁବନେତା ତଥା ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓ ମୁଖ୍ୟ
Read More...

ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ସୋମବାର ଦିନ ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାମଲ ଓ ମମୀର ସାଗର, ସାନନ୍ଦ ଷଡ଼ଙ୍ଗୀ, ଗତିକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଣିଷ ସମାଜର
Read More...

ଘୁଡ଼ଖାପଲା ପଞ୍ଚାୟତର ସରପଞ୍ଚ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଜୀବନୀ ଦାଶ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଳକ ଘୁଡ଼ଖାପଲା ସରପଞ୍ଚ ଭାବେ ଜୀବନୀ ଦାଶ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସରକାରୀ ଭାବେ ଘୋଷଣା ହୋଇ ନଥିଲେ ମଧ୍ୟ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରଥମ ଦିନରେ
Read More...