pakka

ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ 

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ସୋମବାର ଦିନ ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାମଲ ଓ ମମୀର ସାଗର, ସାନନ୍ଦ ଷଡ଼ଙ୍ଗୀ, ଗତିକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଣିଷ ସମାଜର ଉତ୍ପତ୍ତିରେ ଶିଶୁ କନ୍ୟାମାନଙ୍କ ସମାଜରେ କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ରମାକାନ୍ତ ସାହୁ, ଠାକୁର ଭୋଇ, ଚତୁର୍ଭୁଜ ଭୋଇ, ବୈଶାଖୁ ପଧାନ, ନିବେଦିତା ସାମଲ, ଶୈଳ ସାମଲ, ସାନନ୍ଦ ଭୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିଶୁ ମାନଙ୍କ ପରାମର୍ଶଦାତା ରାମନାଥ ସାଏ ଧନ୍ୟବାଦ ଦେଇଥିଲେ ।  

jay balangir
Leave A Reply

Your email address will not be published.

four − one =

error: Content is protected !!