pakka

ବଲାଙ୍ଗିର ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ୧୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ : ଚୂଡ଼ାନ୍ତ ତାଲିକା ଜାରି କଲେ ଜିଲ୍ଲା ପଞ୍ଚାୟତ ଅଧିକାରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାର ତିଥି ଆଜି ସମାପ୍ତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ତାଲିକା ଜାରି କରିଛନ୍ତି ଜିଲ୍ଲା ପଞ୍ଚାୟତ ଅଧିକାରୀ । ତାଲିକା ଅନୁସାରେ ବଲାଙ୍ଗିର ଜିଲ୍ଲା ପରିଷଦର ୩୪ଟି ଆସନ ପାଇଁ ୧୨୦ ଜଣ ପ୍ରାର୍ଥୀ ଏବେ ନିର୍ବାଚନ ମଇଦାନରେ ରହିଥିବା ସ୍ପଷ୍ଟ ହୋଇଛି । ପାଟଣାଗଡ଼ ଉପଖଣ୍ଡରେ ୨୯ ଜଣ, ଟିଟିଲାଗଡ଼ ଉପଖଣ୍ଡରେ ୪୫ ଜଣ ଓ ବଲାଙ୍ଗିର ଉପଖଣ୍ଡରେ ୪୬ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରିବେ ।

Leave A Reply

Your email address will not be published.

12 + seven =