Daily Archives

ଭୁଷଲାଡ ଗାଁରେ ବାଲ୍ୟ ବିବାହ ବନ୍ଦ କଲେ ପ୍ରଶାସନ ଓ ବଲାଙ୍ଗିର ଚାଇଲ୍ଡ ଲାଇନ

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁଷଲାଡ ଗାଁର ଜଣେ ନାବାଳିକା ଝିଅକୁ ତା’ର ପିତାମାତା କଲାହାଣ୍ଡି ଜିଲ୍ଲା ଗୁରୁଜୁଙ୍ଗ ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ଗ୍ରାମର କେହି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନ ହେଲ୍ପ ନଂ.…
Read More...

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ରେଷେଇ ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ରୋଷେଇ ଘର ଜଳିଯାଇଥିବା ବେଳେ ଅଳ୍ପକେ ପରିବାର ଲୋକେ ବର୍ତ୍ତିଥିବା ଜଣାପଡିଛି । ସ୍ଥାନୀୟ ମାଲପଡାର ରାମ ମନ୍ଦିରର ନିକଟରେ ଭଡାଘରେ ରହୁଥିବା କଳିଙ୍ଗ କିଶୋରୀ ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନୂଆ ସିଲିଣ୍ଡର…
Read More...

ବାରପୁଡୁଗିଆ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ପଦବୀରେ ଲଢୁଛନ୍ତି ଶକୁନ୍ତଲା କାଲସାଏ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାରପୁଡୁଗିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଶ୍ରୀମତୀ ଶକୁନ୍ତଲା କାଲସାଏ । ବିଜୟୀ ହେଲେ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ସକାଶେ ସେ କାମ କରିବେ ବୋଲି ମତ ପ୍ରକାଶ…
Read More...

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପିପଲପଦରକୁ ହରାଇ ସିକୁଆଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ହୋଇଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟମୀ ଭୋଇ, ପ୍ରଭାସ ବେହେରା, ଲକ୍ଷ୍ମୀ…
Read More...

ଦେଓଗାଁ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପୁଳସଖଣ୍ଡକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନେହେରୁ ଖେଳ ପଡ଼ିଆରେ ଗତ ୩ଦିନ ଧରି ହୋଇ ଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଖରଲକାନୀକୁ ହରାଇଥିବା ବେଳେ…
Read More...

ପଂଚାୟତ ରାଜନୀତିକୁ ନେଇ ଯାଦବ ସମାଜର ପ୍ରେସ ବିବୃତ୍ତି : ବଲାଙ୍ଗିରରେ ଅଣଓଡିଆଙ୍କ ଯାଦବ ସମାଜରେ ସଦସ୍ୟ ନାହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜକୁ ନେଇ କିଛି ଅଣଓଡିଆ ଯାଦବ ଭୋଟ ହାତେଇବା ପାଇଁ ଯାଦବ ସମାଜକୁ ନେଇ ନେତା ପାଲଟିଛନ୍ତି । ଜିଲ୍ଲା ଯାଦବ ମହାସଭା ଏହାକୁ ଘୋର ନିନ୍ଦା କରିଛି ।…
Read More...

ରାଜନୀତି ମଇଦାନରେ ଲଢେ଼ଇଖୋର୍‌ ରକ୍ତ ସଂପର୍କ : ଗୋଟିଏ ପଟେ ବିଧାୟକ ନରସିଂହଙ୍କ ଦୁଇ ପୁତୁରା ମୁହାଁମୁହିଁ ତ’ ଅନ୍ୟପଟେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୀତି ମଇଦାନରେ ଲଢେ଼ଇଖୋର୍‌ ରକ୍ତ ସଂପର୍କ । ଏଭଳି ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ଗୋଟିଏ ପଟେ ବିଧାୟକ ନରସିଂହଙ୍କ ଦୁଇ ପୁତୁରା ମୁହାଁମୁହିଁ ତ’ ଅନ୍ୟପଟେ ଦୁଇ ଭାଇବୋହୂ ଆମ୍‌ନା ସାମ୍‌ନା ସମିତି ସଭ୍ୟ ପଦବୀ ପାଇଁ । ସୂଚନା ଅନୁସାରେ…
Read More...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନରସିଂହ : ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେବା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୋମୁହାଁ ଜନବିରୋଧି ନୀତିକୁ ଜନମାନସରେ ଉଜାଗର କରିବା…
Read More...

ରକ୍ତଦାନ ଶିବିର ପାଇଁ ଯୁବ କୁଲୁତା ସମାଜର ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଦୀମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩୦ ତାରିଖରେ ହେବାକୁ ରକ୍ତଦାନ ଶିବିର ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା ଓ ଏଥିରେ ୭୬ ୟୁନିଟ ରକ୍ତ…
Read More...

ଆଲୁମିନି ପକ୍ଷରୁ ନରସିଂହ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଲେ ସଭାପତି : ଆଲୁମିନି ଏଜିଏମ୍ ସ୍ଥଗିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍ ସଂକ୍ରମଣରେ ଲାଗି ରହିଥିବା ଅନିଶ୍ଚିତତା ଓ ଅନ୍ୟାନ୍ୟ ଅନିବାର୍ଯ୍ୟ କାରଣରୁ ଆସନ୍ତା ଜାନୁଆରୀ ୩୦ ତାରିଖ ରବିବାର ହେବାକୁ ଥିବା ରାଜେନ୍ଦ୍ର ଆଲୁମିନିର ବାର୍ଷିକ ସାଧାରଣ ବୈଠକକୁ ସ୍ଥଗିତ ରଖିବାକୁ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହୋଇଛି ।…
Read More...