Daily Archives

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବନୁପାଲି ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳରେ ବନୁପାଲି ଦଳ ଦହିତା ଦଳକୁ ହରାଇ ଏବଂ ମଳମଣ୍ଡା ଦଳ ଗଇଲଗୁଡ଼ା ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ
Read More...

ପଦ୍ମପୁର ଓକିଲ ସଂଘର ଆନ୍ଦୋଳନ ପହଞ୍ଚିଲା ଦ୍ୱିତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ଵିତୀୟ ଦିନରେ ବି ଅଚଳାବସ୍ଥା ଜାରି, ଗତକାଲିଠାରୁ ପଦ୍ମପୁର ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି । ଉପଜିଲ୍ଲାପାଳ କୋର୍ଟ କାର୍ଯ୍ୟକ୍ଷମ ନହେବା, ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ମନମୁଖୀ କାର୍ଯ୍ୟକଳାପ ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୬ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୫ ଜଣ, ବେଲପଡା
Read More...

ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନବାଡି କର୍ମୀମାନେ ଏହି
Read More...

ପ୍ରିୟଙ୍କା ଗାନ୍ଧୀ ୪୦% ମହିଳାଙ୍କୁ ଟିକେଟ୍ ଦେଇ ନିଜର ପ୍ରଥମ ପ୍ରତିଶ୍ରୁତି ପୂରଣ କଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଷୟରେ କଂଗ୍ରେସ ଏଥର ନିଜ ସ୍ତରରୁ ସମସ୍ତ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି । ଏଥିପାଇଁ ଏଥର ୟୁପିରେ ଯେଉଁଠାରେ ମହିଳା, କୃଷକ, ଯୁବକ, ମୁଦ୍ରାସ୍ଫୀତି ଏବଂ ଗ୍ରାମ-ଗରିବୀ ପ୍ରସଙ୍ଗର ସୁରକ୍ଷା ତଥା ସମ୍ମାନ
Read More...

ପରୀକ୍ଷା ବିବାଦ : ଛାତ୍ର ସଂଗଠନ ଦ୍ୱାରା ବିହାର ବନ୍ଦ, ବିରୋଧୀ ଦଳ ମଧ୍ୟ ସମର୍ଥନ କଲେ

ପାଟନା : ସମସ୍ତ ବିରୋଧୀ ଦଳ ଆଜି ରେଲୱେ ନିଯୁକ୍ତି ବୋର୍ଡ ପରୀକ୍ଷା (ଆର୍‌ଆର୍‌ବି-ଏନ୍‌ଟିପିସି) ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ (ଏଏସ୍‌ଏ) ସମେତ ଅନେକ ଛାତ୍ର ସଂଗଠନ ଦ୍ୱାରା ଆୟୋଜିତ ବିହାର ବନ୍ଦକୁ ସମର୍ଥନ କରିଛନ୍ତି ।
Read More...

ଏନ୍‌ସିସି କାର୍ଯ୍ୟକ୍ରମରେ କ୍ୟାଡେଟ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ମନ୍ତ୍ର : ‘ଦେଶ ଭକ୍ତି ଠାରୁ ବଡ଼ ଭକ୍ତି…

ନୂଆଦିଲ୍ଲୀ : ଆଜି ଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ୟାଡେଟ୍ ରାଲିରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଏହି ସମୟରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ମୋଦୀ କହିଛନ୍ତି ଯେ, ଅମୃତ ମହୋତ୍ସବରେ
Read More...

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ରେଣୁକା ସାହୁ ପାଇକମାଳ ବ୍ଲକ ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୨୦୨୧-୨୨ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟରର ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ରେଣୁକା
Read More...

ଆଦିବାସୀମାନଙ୍କ ମର୍ୟ୍ୟାଦାହାନୀ କରିଥିବା ବିଜେଡ଼ି ନେତା ପ୍ରଦୀପ ଗୁରୁଙ୍କୁ ଗିରଫ କରିବା ପାଇଁ ଥାନାରେ ଅଭିଯୋଗ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀମାନଙ୍କ ମର୍ୟ୍ୟାଦାହାନୀ କରିଥିବା ବିଜେଡ଼ି ନେତା ପ୍ରଦୀପ ଗୁରୁଙ୍କୁ ଗିରଫ କରିବା ପାଇଁ ସଦର ଥାନାରେ ଅଭିଯୋଗ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଦିବାସୀମାନେ ବିରୋଧୀ ଦଳର ପ୍ରରୋଚନାରେ ପଡ଼ି ଆନ୍ଦୋଳନ କରୁଛନ୍ତି ବୋଲି ବିଜେଡ଼ି ନେତା
Read More...

ଜିଲ୍ଲା ଛାତ୍ର କଂଗ୍ରେସ କମିଟିରେ ଟୁଲୁ, ନିରଂଜନ, ସୁମିତ, ସନତ, ଓମ୍‌ ଏବଂ ଶଙ୍କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ନୂତନ ଜିଲ୍ଲା କମିଟି ଚୟନ ହୋଇଯାଇଥିବା ବେଳେ ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ଉପସଭାପତି ଭାବେ ଟୁଲୁ ସେନ, ନିରଞ୍ଜନ ମିଶ୍ର, ସୁମିତ ପଟ୍ଟନାୟକ, ସନତ ପଧାନ ରହିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ
Read More...