ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୬ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୫ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୫ ଜଣ, ବେଲପଡା ବ୍ଲକରୁ ୨ ଜଣ, ଦେଓଗାଁ ବ୍ଲକରୁ ୪ ଜଣ, ଗୁଡଭେଲା ବ୍ଲକରୁ ୯, କଣ୍ଟାବାଞ୍ଜି ଏନ୍‌ଏସିରୁ ୩ ଜଣ, ଖପ୍ରାଖୋଲ ବ୍ଲକରୁ ୬ ଜଣ, ଲୋଇସିଂହା ବ୍ଲକରୁ ୧୧ ଜଣ, ମୁରିବାହାଲ ବ୍ଲକରୁ ୯ ଜଣ, ପାଟଣାଗଡରୁ ୬ ଜଣ, ପାଟଣାଗଡ ଏନ୍‌ଏସିରୁ ୩ ଜଣ, ପୁଇଁନ୍ତଲା ବ୍ଲକରୁ ୩ ଜଣ, ସଇଁନ୍ତଲା ବ୍ଲକରୁ ୨୬ ଜଣ, ଟିଟିଲାଗଡ ବ୍ଲକରୁ ୧୩ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୦ ଜଣ, ତୁରେକେଲା ବ୍ଲକରୁ ୩ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

4 × 4 =

error: Content is protected !!