Daily Archives

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର,
Read More...

ବିପୁଳ ପରିମାଣରେ ଶାଗୁଆନ୍‌ କାଠ ଜବତ : ଡ୍ରାଇଭର ଗିରଫ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋଧିମରା ଛକରେ ବିପୁଳ ପରିମାଣରେ ଶାଗୁଆନ କାଠ ସହ ଗୋଟିଏ ଭୁଜାଲି ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଗୁଆନ୍ କାଠ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଢାଉ
Read More...

ଗୋପବନ୍ଧୁ ପାଠାଗାରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଏକ ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ବରିଷ୍ଠ ସଦସ୍ୟ ତଥା ଉପସଭାପତି ଗଜେନ୍ଦ୍ର
Read More...

ହରିଶଙ୍କର ମନ୍ଦିର ଅଞ୍ଚଳରେ ଚିତାବାଘର ଗତିବିଧି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ମନ୍ଦିର ଅଞ୍ଚଳରେ ଗତ ୩ ଦିନ ହେବ ଏକ ଚିତାବାଘ ଆତଙ୍କ ସୃଷ୍ଟି କରୁଥିବା ବେଳେ ହରିଶଙ୍କର ହରିଣ ପାର୍କରେ ଦୁଇଟି ହରିଣଙ୍କୁ ବାଘ ମାରି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପରିସ୍ଥିତିର
Read More...

ଜାଗୃତି ସ୍ପୋର୍ଟ ଏକାଡେମୀ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଏକ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଜାଗୃତି ସ୍ପୋର୍ଟ୍ସ ଏକାଡେମୀ ଦ୍ୱାରା ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ବରିଷ୍ଠ ନାଗରିକ, ଗୋପବନ୍ଧୁ ପାଠାଗାରର ସାଧାରଣ ସମ୍ପାଦକ ତଥା ସମାଜ ସେବୀ ହରିହର ଶତପଥି ଜାତୀୟ ପତାକା ଉତ୍ତୋଳନ କରିବା
Read More...

ବେଲପଡ଼ାର ଗୋଟିଏ ପରିବାରର ୭ଜଣ ସମିତି ସଭ୍ୟ ପ୍ରାର୍ଥୀ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ାର ଗୋଟିଏ ପରିବାରରୁ ୭ଜଣ ସମିତିସଭ୍ୟ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସୂଚନା ଅନୁସାରେ, ବେଲପଡ଼ାର ଯୁବନେତା ଗଣେଶ କୁମ୍ଭାର ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ୩ ଝିଆରୀ, ପୁତୁରା ଓ ପୁତୁରା ବୋହୂ ଏବଂ ଲୋଇସିଂହା ବ୍ଲକରୁ ତାଙ୍କ ଭାଣିଜୀଙ୍କୁ ମିଶାଇ
Read More...

ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ରାଜଗାଙ୍ଗପୁର ଲ୍ୟାମ୍ପସ ଏମ୍‌ଡି ପରୀକ୍ଷିତ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପରୀକ୍ଷିତଙ୍କ ରାଜଗାଙ୍ଗପୁର ଉଭାଟୁପଦା ସ୍ଥିତ ପୈତୃକ ଘରେ ଅବକାରୀ ବିଭାଗ ଚଢାଉ
Read More...

୧୧୦ ଲିଟର ଦେଶୀ ମଦ ଜବତ ସହ ୪ ଜଣ ବେପାରୀ ଗରିଫ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରୁ ୧୧୦ ଲିଟର ମଦ ଜବତ କରି ୪ ଜଣ ମଦ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ,
Read More...

ଧାରଣାରତ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଚ୍‌ଏମ୍‌ଏସ୍‌

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗରରେ ଥିବା ଟିପିଏସଓଡିଏଲ କର୍ପୋରେଟ୍‌ ଅଫିସ ସମ୍ମୁଖରେ ସାଉଥ୍‌କୋ ୟୁଟିଲିଟିରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ନ୍ୟାଯ୍ୟ ଦାବି ନେଇ ଗତ ୬ ମାସରୁ ଊଦ୍ଧ୍ୱର୍ ଦିନ ଧରି ଧାରଣା ଦେଇଛନ୍ତି । ସମ୍ପ୍ରତି ଟାଟା ପାୱାର
Read More...

ଭାପୁର ପୋଲିସର ଚଢ଼ାଉରେ ୬୬ ହଜାର ଲିଟର ମଦ ପୋଚ ନଷ୍ଟ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭାପୁର ପୋଲିସର ଚଢ଼ାଉରେ କଦମ୍ବ ବେରେଣୀ ଗ୍ରାମରୁ ୬୬ ହଜାର ଲିଟର ମଦ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି କଦମ୍ବ ବେରେଣୀ ଗ୍ରାମରେ ଦେଶୀ ମଦ ତିଆରି ହେଉଥିବା ଖବର ମିଳିଥିଲା । ଖବର ପାଇ ଢେଙ୍କାନାଳ ସଦର
Read More...
error: Content is protected !!