Daily Archives

ମିଛ ଇସ୍ତଫା ପତ୍ର କରି କାମରୁ ବିତାଡ଼ିତ କରିବା ସହିତ ଗାଳି ଗୁଲଜ ଅଭିଯୋଗ : ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଛ ଇସ୍ତଫା ପତ୍ର ତିଆରି କରି ଶ୍ରମିକମାନଙ୍କୁ କାମରୁ ବିତାଡିତ କରିବା ସହିତ ପ୍ରଶ୍ନ କରିବାରୁ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଅଭିଯୋଗରେ ଆଜି ହରିଶଙ୍କର ଚିଡିଆଖାନାରେ କାମ କରୁଥିବା ଶ୍ରମିକମାନେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
Read More...

କବି ରାଜୀବ ପାଣିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ସ୍ୱସ୍ତି ସାହିତ୍ୟ ସଂସଦ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ରାଜୀବ ପାଣିଙ୍କ ୫୯ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ୱସ୍ତି ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଁଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଖାଲି ରାଉରକେଲା କାହିଁକି ସମଗ୍ର ରାଜ୍ୟରେ କବି
Read More...

ପଦ୍ମପୁର ଓକିଲ ସଂଘର ତାଲାବନ୍ଦ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଏକ ବଡ଼ ଉପଖଣ୍ଡ ହେବା ସତ୍ତ୍ୱେ ବିଭିନ୍ନ ଅଫିସିଆଲ୍ ପଦପଦବୀ ଖାଲି ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ଗତ
Read More...

ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଥିବା କାଲିଚରଣଙ୍କୁ ମୁକ୍ତ କରିବା ପାଇଁ ଧାରଣା : ବରିଷ୍ଠ ବିଜେପି ନେତା…

ରାୟପୁର : ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଥିବା କାଲିଚରଣଙ୍କୁ ମୁକ୍ତ କରିବା ପାଇଁ ଏବେ ଧାରଣା ଆରମ୍ଭ ହୋଇଯାଇଛି । ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେ ଏବଂ ଧର୍ମ ସଂସଦର ଆୟୋଜକ ପଣ୍ଡିତ ନୀଳକାନ୍ତ ତ୍ରିପାଠୀ ଗୁରୁବାର ଦିନ ରାଜଧାନୀ ରାୟପୁରର ରେଳ ଷ୍ଟେସନ ନିକଟରେ ବିକ୍ଷୋଭ
Read More...

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ
Read More...

ସ୍ୱାମୀଙ୍କୁ ହତ୍ୟା କରି ପ୍ରେମିକ ସହ ଶବ ନିକଟରେ ରୋମାନ୍ସ କରୁଥିଲେ ଦୁଇଟି ସନ୍ତାନର ମାଆ

ରାଜଗଡ଼ : ମଧ୍ୟପ୍ରଦେଶର ରାଜଗଡ଼ରେ ଏକ ଅମାନବିକ ମାମଲା ସାମ୍ନାକୁ ଆସିଛି । ପ୍ରେମ ସମ୍ପର୍କ ହେତୁ ଜଣେ ମହିଳା ପ୍ରେମିକଙ୍କ ହାତରେ ହତ୍ୟା ନିଜ ସ୍ୱାମୀଙ୍କୁ ହତ୍ୟା କରାଇବା ପରେ ସ୍ୱାମୀଙ୍କ ମୃତ ଦେହ ନିକଟରେ ପ୍ରେମିକ ସହିତ ରୋମାନ୍ସ କରୁଥିବା ଭଳି ଖବର ମିଳିଛି । ରାଜଗଡର ଏସ୍‌ପି
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ତରଫରୁ ଶାନ୍ତିପଡା ସ୍ଥିତ ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପି.କେ. ତିୱାରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସମସ୍ତ ଅଧିକାରୀ, ଅଧନସ୍ଥ ଅଧିକାରୀ ଓ ଜବାନମାନେ ଉପସ୍ଥିତ
Read More...

ପୁରୀରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଗତକାଲି ତାଳବଣିଆସ୍ଥିତ ଇନଡେ଼ାର ଷ୍ଟାଡ଼ିୟାମ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ
Read More...

ଇସ୍ପାତ ମାର୍କେଟରେ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମାର୍କେଟ କମିଟିର ସଭାପତି ଶଙ୍କର ଜେନାଙ୍କ ସଭାପତିତ୍ତତ୍ୱ ଓ ସାଧାରଣ ସଂପାଦକ ମୁରଲିଧର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ ଥାନାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୭ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୨୨ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡା
Read More...