pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୭ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୨୨ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡା ବ୍ଲକରୁ ୧୦ ଜଣ, ଦେଓଗାଁ ବ୍ଲକରୁ ୧୬ ଜଣ, ଗୁଡଭେଲା ବ୍ଲକରୁ ୨୦, କଣ୍ଟାବାଞ୍ଜି ଏନ୍‌ଏସିରୁ ୧ ଜଣ, ଖପ୍ରାଖୋଲ ବ୍ଲକରୁ ୭ ଜଣ, ଲୋଇସିଂହା ବ୍ଲକରୁ ୭ ଜଣ, ମୁରିବାହାଲ ବ୍ଲକରୁ ୭ ଜଣ, ପାଟଣାଗଡରୁ ୧୦ ଜଣ, ପାଟଣାଗଡ ଏନ୍‌ଏସିରୁ ୧ ଜଣ, ପୁଇଁନ୍ତଲା ବ୍ଲକରୁ ୭ ଜଣ, ସଇଁନ୍ତଲା ବ୍ଲକରୁ ୧୯ ଜଣ, ଟିଟିଲାଗଡ ବ୍ଲକରୁ ୬ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୨ ଜଣ, ତୁରେକେଲା ବ୍ଲକରୁ ୧୦ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

seventeen − eight =