Daily Archives

ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରି ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଲେ ରକ୍ତଦାତା ବିକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ବିଶ୍ୱକୁ ଘାରିଛି କରୋନା ମହାମାରୀର ତୃତୀୟ ଲହରର ଭୟ । ଏଭଳି ପରିସ୍ଥିତିରେ ଲୋକେ ଘରୁ ବାହାରିବା ତ ଦୂରର କଥା ରକ୍ତଦାନ କରିବା ପାଇଁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ଏଭଳି ସମୟରେ ବଲାଙ୍ଗିରର ଭୀମ ଭୋଇ ମେଡ଼ିକାଲ କଲେଜ
Read More...

‘ନବୀନ’ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର : ସ୍ଥାନୀୟ "ନବୀନ' କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଡ.ଡମ୍ବରୁଧର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ନବୀନ ପାଠାଗାର ଓ
Read More...

ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଥିାବେଳେ ସାଧାରଣ ସଂପାଦିକା ସଂଗୀତା ଜେନାଙ୍କ ଆବାହକତ୍ୱ ଓ ଉପସଭାପତି ତଥା କବି
Read More...

ବୟସ କମ୍‌, କିନ୍ତୁ ଦେଶ ସେବା ପାଇଁ ରହିଛି ଅନେକ ସ୍ୱପ୍ନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବୟସ ଛୋଟ କିନ୍ତୁ ସ୍ୱପ୍ନ ଅନେକ, ମୁଁ ବି ଦିନେ ବଡ଼ ହୋଇ ଦେଶସେବା କରିବି । ମୋ ଦେଶର ସୁରକ୍ଷା ମୁଁ ନିଜେ କରିବି, ଏମିତି ଅନେକ ସ୍ୱପ୍ନ ନେଇ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି ତାହା ପୁଣି ଛୋଟ ବୟସରୁ । ପାଟଣାଗଡ଼ ମେହେରପଡାରେ ରହୁଥୁବା ଯୁଧିଷ୍ଠିର
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେଡି ଦୁଇ ଭାଗ

ପଦ୍ମପୁର, (ନିରୋଜ କୁମାର ପାଣି) : ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୁଇ ଭାଗରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ
Read More...

ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଏବଂ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡି, (ହେମନ୍ତ ସାହୁ) : ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ "ଗଣତନ୍ତ୍ର"କୁ ନେଇ 'ମୋ ଲେଖା ମୋ ଦୁନିଆ' ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ୟିକ, ସମାଜସେବୀ, ଆଧ୍ୟାତ୍ମିକବାଦ ବ୍ୟକ୍ତି, କବି
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜନରାଜ୍ୟ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦକ୍ଷିଣପୂର୍ବ ସମ୍ଭାଗର ସମ୍ଭାଗ-ସଂଯୋଜକ ପ୍ରକାଶ ଚନ୍ଦ୍ର
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୮୬,୩୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୫୭୩ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨,୮୬,୩୮୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୦୬,୩୫୭ ଲୋକ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।
Read More...

ନକ୍ସଲମାନେ ଝାଡଖଣ୍ଡରେ ରେଳ ଲାଇନ୍‌ ଉଡ଼ାଇଲେ, ଅନେକ ଟ୍ରେନ୍ ପ୍ରଭାବିତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ନକ୍ସଲମାନେ ବିସ୍ଫୋରଣ ଦ୍ୱାରା ରେଲୱେ ଟ୍ରାକକୁ ନଷ୍ଟ କରିଦେଇଛନ୍ତି । ଏହି କାରଣରୁ ଅନେକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ଏବଂ କିଛି ଟ୍ରେନକୁ ବାତିଲ କରିବାକୁ ପଡିଛି ବୋଲି ସୂଚନା ମିଳିଛି । ଜାନୁଆରୀ ୨୭ରେ ନକ୍ସଲ ସଂଗଠନ ସିପିଆଇ-ମାଓବାଦୀଙ୍କ ଦ୍‌ଦ୍ୱାରା
Read More...