Daily Archives

ପଣ୍ଡକିଟାଲ ନାଇକେନପାଲି ଗ୍ରା.ପ.ରୁ ସରପଂଚ ପ୍ରାର୍ଥୀ ଭାବେ ସନ୍ତୋଷ କୁମାର ସେଠଙ୍କ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ନାଇକେନପାଲି ଗ୍ରା.ପ.ରୁ ସରପଂଚ ପ୍ରାର୍ଥୀ ଭାବେ ସନ୍ତୋଷ କୁମାର ସେଠ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ସେଠଙ୍କ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ତାଙ୍କର ବହୁ ସମର୍ଥକ ମାନେ
Read More...

କାୟାକଳ୍ପ ସମୀକ୍ଷା ଦଳର ଅମ୍ବାଭୋନା ବ୍ଲକର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାତ୍ରଙ୍କ ନିର୍ଦ୍ଦେଶନାରେ ଆଜି ଜିଲ୍ଲା କାୟାକଳ୍ପ ସମୀକ୍ଷା ଦଳ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କ୍ରମରେ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଵତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି କନ୍ଧମାଳ ଜିଲ୍ଲା କୋଟଗଡ ଥାନା କେସ ନମ୍ବର ୪୯/୧୬ ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକକୁ(୨୫) ଦୋଷୀ ସାବ୍ୟସ୍ତ କରି ୧୦
Read More...

ସାମ୍ବିଧାନିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ଆଇନ ସଚେନତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସିଭିଲ କୋର୍ଟ ପରିସର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ୟ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ
Read More...

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମଙ୍ଗଳୁ ଚରଣ…

ସମ୍ବଲପୁର : ମା' ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ସର୍ବମାନ୍ୟ ସ୍ରଷ୍ଟା ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତିସଭା ତାଙ୍କ ଜନ୍ମ ମାଟି ପିତାପାଲିଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓଡିଶା ସାଂସ୍କୃତିକ ସମାଜ ସମ୍ବଲପୁରର ସମ୍ପାଦକ
Read More...

ଶେଷ ଦିନରେ ଜିଲ୍ଲା ପରିଷଦ ପାଇଁ ୧୯ ଜଣ ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠୁଛି ପାଟଣାଗଡ ଅଚଂଳ । କିନ୍ତୁ ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ସିମିତ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଟଣାଗଡ ଉପଖଣ୍ଡର ବେଲପଡା, ଖପ୍ରାଖୋଲ, ପାଟଣାଗଡ ଆଦି ୩ଟି
Read More...

ଅଗ୍ନିକାଣ୍ଡରେ ଜଳିଗଲା ଘର

ଜଳିଗଲା ୩୦ବସ୍ତା ଧାନ, ଚାଉଳ, ବସ୍ତ୍ର ସହ ସାମଗ୍ରୀ : ସହାୟତା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ଜଳି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସକାଳେ ଗାଁର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସଘରେ ନିଆଁ
Read More...

ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ ଘର ଘର ବୁଲି ସମର୍ଥନ ଲୋଡ଼ିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲ ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ କୁମାର ଦାଶ ଆଜି ଭାଲୁପାଲି ଗ୍ରାମରେ ଘର ଘର ବୁଲି ଗାଁର ବରିଷ୍ଠ ଲୋକମାନଙ୍କ ପାଖକୁ ଯାଇ ତାଙ୍କ ସୁବିଧା ଅସୁବଧା ବୁଝିବା ସହ ସେ ଜିତନ୍ତୁ କି ନ ଜିତନ୍ତୁ, ସେଥିରେ କିଛି
Read More...

ସଂଗ୍ରାମୀ ଶୂନ୍ୟ ହୋଇଗଲା ବରଗଡ଼ ଜିଲ୍ଲାର ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ଜୀବିତ ଥିବା ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ଆଜି ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ହେଲା ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଥିବାରୁ ପରିବାର ଲୋକେ ତାଙ୍କୁ
Read More...

ବଲାଙ୍ଗିର ପୌରାଂଚଳରେ ୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ
Read More...