ବଲାଙ୍ଗିର ପୌରାଂଚଳରେ ୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୮୮ ରହିଛି । ତେବେ ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧, ୩ ଓ ୯ରୁ ଜଣେ ଲେଖାଏଁ, ୱାର୍ଡ ନଂ.୬, ୮, ୧୨, ୧୪, ୧୬ ଓ ୧୭ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ.୫ ଓ ୨୧ରୁ ୩ ଜଣ ଲେଖାଏଁ, ୱାର୍ଡ ନଂ.୧୧ ଓ ୧୯ରୁ ୪ ଜଣ ଲେଖାଏଁ, ୱାର୍ଡ ନଂ.୭ ଓ ୧୦ରୁ ୫ ଜଣ ଲେଖାଏଁ, ୱାର୍ଡ ନଂ.୧୫ ଓ ୧୮ରୁ ୬ ଜଣ ଲେଖାଏଁ, ୱାର୍ଡ ନଂ.୨୦ରୁ ୮ ଏବଂ ୱାର୍ଡ ନଂ.୨ରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.

4 × three =

error: Content is protected !!