ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ ଘର ଘର ବୁଲି ସମର୍ଥନ ଲୋଡ଼ିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲ ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ କୁମାର ଦାଶ ଆଜି ଭାଲୁପାଲି ଗ୍ରାମରେ ଘର ଘର ବୁଲି ଗାଁର ବରିଷ୍ଠ ଲୋକମାନଙ୍କ ପାଖକୁ ଯାଇ ତାଙ୍କ ସୁବିଧା ଅସୁବଧା ବୁଝିବା ସହ ସେ ଜିତନ୍ତୁ କି ନ ଜିତନ୍ତୁ, ସେଥିରେ କିଛି କଥାନାହିିଁ । ସବୂବେଳେ ସମସ୍ତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମର ଯୁବକମାନଙ୍କୁ ସମସ୍ତେ ଶତ ପ୍ରତିଶତ ମତଦାନ କରିବା ପାଇଁ ଉତ୍ସାହିତ କରିଥଲେ ।

Leave A Reply

Your email address will not be published.

seven − 5 =

error: Content is protected !!