Daily Archives

ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଦାଏମନୀ ବେହେରା ନୁନହାଡ ପଞ୍ଚାୟତ ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଦାଏମନୀ ବେହେରା ବେଲପଡା ବ୍ଲକ ନୁନହାଡ ଗ୍ରା.ପ. ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଶେଷ ଦିନରେ ୧୨୭ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଶେଷ ଦିବସରେ ସର୍ବମୋଟ ୧୨୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୯୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ପ୍ରତ୍ୟୁଶ ହରି ପ୍ରଧାନ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ

ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମପଞ୍ଚାୟତର ପ୍ରତ୍ୟୁଶ ହରି ପ୍ରଧାନ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯୋରନ୍ଦା ଗ୍ରାମପଞ୍ଚାୟତର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।
Read More...

ସରପଞ୍ଚ ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲେ ସୁଜାତା ସିଂ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଂଚାୟତର ସାମ୍ପ୍ରତିକ ସ୍ଥିତିରେ ଅବନତି ଏବଂ ସମସ୍ତ ଯୋଜନା ସତ୍ୱେ ଅନ୍ୟୁନ୍ନତ ଅବସ୍ଥାର ପ୍ରତିଛବିକୁ ହୃଦୟଙ୍ଗମ କରି ଆଗାମୀ ଦିନରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଶୃତି ବଦ୍ଧ ପୂର୍ବକ ମୁଁ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପର୍ଯ୍ୟାୟ ଶେଷ : ଦେଓଗାଁ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ କଲେ ୬୬୫ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଆଶାୟୀରେ ଥିବା ବ୍ଲକର ଆଗ ଧାଡ଼ିର ନେତାମାନେ ବିଭିନ୍ନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରି ଡ଼େରା ବାନ୍ଧି ରହିଛନ୍ତି । ଦେଓଗାଁ ବ୍ଲକରେ ୨୬ଟି ପଞ୍ଚାୟତରେ ସମିତି ସଭ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ବ୍ଲକରୁ ୨୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୭୩ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡା
Read More...

ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି କନ୍ଧକେଲଗାଁ ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଢାବାହାଲ ଓ କନ୍ଧକେଲଗାଁ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର
Read More...

ଶୁକ୍ରୁ ସୁନାନୀ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ଶୁକ୍ରୁ ସୁନାନୀ ବେଲପଡା ବ୍ଲକ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବେଲପଡା ବ୍ଲକ ବିଡିଓ ଭିକ୍ଟର ସୋରେନଙ୍କ ଠାରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।
Read More...

ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନଙ୍କ ପରଲୋକ

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନ (୧୦୩)ଙ୍କ ଆଜି ଦିବା ୨ଟା ୩୦ ମିନିଟରେ ପରଲୋକ ହୋଇଯାଇଛିଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ସେ ସମ୍ମାନିତ ହୋଇଥିଲେ । ୧୯୧୯ରେ ପାଣିମୋରାରେ
Read More...