om academy

ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନଙ୍କ ପରଲୋକ

jsm

ବରଗଡ, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନ (୧୦୩)ଙ୍କ ଆଜି ଦିବା ୨ଟା ୩୦ ମିନିଟରେ ପରଲୋକ ହୋଇଯାଇଛିଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ କ୍ରାନ୍ତି ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ସେ ସମ୍ମାନିତ ହୋଇଥିଲେ । ୧୯୧୯ରେ ପାଣିମୋରାରେ ଜନ୍ମିତ ହୋଇଥିଲେ । ସ୍ୱର୍ଗତ ଜିତେନ୍ଦ୍ର ଥିଲେ ଜୀବିତ ଶେଷ ସଂଗ୍ରାମୀ ।

Leave A Reply

Your email address will not be published.