om academy

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ବ୍ଲକରୁ ୨୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୭୩ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୭ ଜଣ, ବେଲପଡା ବ୍ଲକରୁ ୯ ଜଣ, ଦେଓଗାଁ ବ୍ଲକରୁ ୫ ଜଣ, ଗୁଡଭେଲା ବ୍ଲକରୁ ୧୭, କଣ୍ଟାବାଞ୍ଜି ଏନ୍‌ଏସିରୁ ୩ ଜଣ, ଖପ୍ରାଖୋଲ ବ୍ଲକରୁ ୧୩ ଜଣ, ଲୋଇସିଂହା ବ୍ଲକରୁ ୬ ଜଣ, ମୁରିବାହାଲ ବ୍ଲକରୁ ୧୨ ଜଣ, ପାଟଣାଗଡରୁ ୧୧ ଜଣ, ପାଟଣାଗଡ ଏନ୍‌ଏସିରୁ ୧ ଜଣ, ପୁଇଁନ୍ତଲା ବ୍ଲକରୁ ୧୧ ଜଣ, ସଇଁନ୍ତଲା ବ୍ଲକରୁ ୩୦ ଜଣ, ଟିଟିଲାଗଡ ବ୍ଲକରୁ ୨୭ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୮ ଜଣ, ତୁରେକେଲା ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.