om academy

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପର୍ଯ୍ୟାୟ ଶେଷ : ଦେଓଗାଁ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ କଲେ ୬୬୫ଜଣ ପ୍ରାର୍ଥୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଆଶାୟୀରେ ଥିବା ବ୍ଲକର ଆଗ ଧାଡ଼ିର ନେତାମାନେ ବିଭିନ୍ନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରି ଡ଼େରା ବାନ୍ଧି ରହିଛନ୍ତି । ଦେଓଗାଁ ବ୍ଲକରେ ୨୬ଟି ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ୯୭ଜଣ, ସରପଞ୍ଚ ଭାବେ ୧୩୨ ଓ ୱାର୍ଡ ମେମ୍ବର ପାଇଁ ୪୩୬ଜଣ, ସର୍ବମୋଟ ଭାବେ ୬୬୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.