Daily Archives

ଡେଲାଙ୍ଗ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବମୋଟ ୮୪୬ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଦିବସରେ ଡେଲାଙ୍ଗ ବ୍ଲକରେ ୩୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଅର୍ଥାତ ଆଜି ୱାର୍ଡ ସଭ୍ୟ ପାଇଁ ୨୨୦ ଜଣ, ସରପଞ୍ଚ ୪୭ ଜଣ ଓ ସମିତିସଭ୍ୟ ପାଇଁ ୪୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ
Read More...

ମହଲେଇ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ମହଲେଇ ଖେଳ ପଡିଆରେ ସତ୍ୟସାଇ କ୍ରିକେଟ କମିଟି ପକ୍ଷରୁ ଚାଲିଥିବା ୧୫ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲରେ ମହଲେଇ ସହିତ ବଡଙ୍ଗୋମୁଣ୍ଡା ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ବଡଙ୍ଗୋମୁଣ୍ଡା
Read More...

ଗୁଡେଶିରା ପଞ୍ଚାୟତର ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁନ୍ତୁଳା ପାଣ୍ଡେ

ବରଗଡ, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତରେ ଆଜି ସରପଞ୍ଚ ପଦ ପାଇଁ କୁନ୍ତଳା ପାଣ୍ଡେ କୋଭିଡ଼ ଗାଇଡଲାଇନ ଅନୁସାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗ୍ରାମର ଦେବାଦେବୀଙ୍କ ଆଶୀର୍ବାଦ ଓ ଗୁରୁଜନମାନଙ୍କ
Read More...

ୟୁପି ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଉପହାର : କୃଷକମାନଙ୍କ ପାଇଁ ବିଦ୍ୟୁତ୍ ବିଲରେ ୫୦% ରିହାତି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମାଗଣା ବିଦ୍ୟୁତ୍ ସମ୍ବନ୍ଧରେ ବିରୋଧୀ ଦଳର ପ୍ରତିଶ୍ରୁତି ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟି ଚାଷୀଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛି । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାୟ ସମସ୍ତ ଦଳ ବିଦ୍ୟୁତ୍ ସମ୍ବନ୍ଧରେ ଲୋକଙ୍କୁ ବଡ଼ ପ୍ରତିଶୃତି ଦେଇଛନ୍ତି ।
Read More...

ୱାର୍ଡ ମେମ୍ବର ପଦବୀରେ ନାମାଙ୍କନ ଦାଖଲ କଲେ ସମାଜସେବୀ ଅଶ୍ୱିନୀ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି । ଏହି କ୍ରମରେ ସରପଞ୍ଚଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ଯୋଖିପାଲି
Read More...

ଆମେରିକାକୁ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଲା ଚୀନ୍ : ଦକ୍ଷିଣ ଚୀନ୍ ସାଗର ଉପରେ ବିବାଦ

ନୂଆଦିଲ୍ଲୀ : ଚୀନ୍ ଏବଂ ଆମେରିକା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏହାର କାରଣ ହେଉଛି ଦକ୍ଷିଣ ଚୀନ୍ ସାଗର । ଚୀନ୍ କହିଛି ଯେ, ଏହାର ବାହିନୀ ଦକ୍ଷିଣ ଚୀନ୍ ସାଗରରୁ ଆମେରିକୀୟ ଗାଇଡ୍ ମିସାଇଲ୍ ବିନାଶକ ଉପରେ ନଜର ରଖିଛି ଏବଂ ଚେତାବନୀ ଦେଇଛି । ଏହି ଧାରାରେ ଚୀନ୍ ଯୁଦ୍ଧ ଜାହାଜ ଏବଂ
Read More...

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି ଦେବା ନାମରେ ଠକୁଥିଲେ, ୨ ଗିରଫ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ଚାକିରି ଦେବା ନାମରେ ନୋଏଡା ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରି କରାଇ ଦେବା ନାମରେ ସେମାନେ ବାହାନା କରି ଲୋକଙ୍କୁ ଠକି ଅର୍ଥ ଆଦାୟ କରୁଥିଲେ । ପୋଲିସ ସେମାନଙ୍କ
Read More...

ଘୁନସର ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସରିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁର ଉନ୍ନତି ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ବିକାଶ ପାଇଁ ପ୍ରତିଜ୍ଞା କରି ଆଜି ଘୁନସର ସରପଞ୍ଚ ପଦବୀ ପାଇଁ ଆଜି ସ୍ଥାନୀୟ ସରିତା ସେଠ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଅନ୍ୟପଟେ ଲୋକଙ୍କ ଆଶୀର୍ବାଦ ଓ ଭଲ
Read More...

ଘୁନସର ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଯୁବନେତା ରବି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ବିକାଶ ସ୍ୱପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଜଣେ ଯୁବକ । ଘୁନସର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଆସନ ପାଇଁ ଆଜି ଯୁବନେତା ରବି ଚନ୍ଦ୍ର ନାଏକ ସ୍ଥାନୀୟ ବିଡ଼ିଓ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର
Read More...

ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୁଷ୍ପାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ଗ୍ରାମାଞ୍ଚଳ । ବିଭିନ୍ନ ପଦବୀ ହାସଲ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି ମଇଦାନର ପ୍ରଥମ ପର୍ଯ୍ୟାୟ । ଆଜି ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ । ତେବେ ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ
Read More...