Daily Archives

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦ୍‌ଘାଟିତ : ଆମ୍ବବାହାଲ ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଆମ୍ବବାହାଲ ଦଳ ବାଞ୍ଜେନମୁଣ୍ଡା ଦଳକୁ ଓ ପରବର୍ତ୍ତୀ ମ୍ୟାଚରେ ଦହିତା
Read More...

ଢେଁକିସାଲ୍ ସାହିତ୍ୟ କୁଟୁମ୍‌ କଁସିଲରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି) : କୋଶଲି ଢେଁକିସାଲ୍‌ ସାହିତ୍ୟ କୁଟୁମ୍‌ କଁସିଲ ଆନୁକୂଲ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ କୋଶଲି କବି ତଥା ଗୀତିକାର କେକି ସିଂ ଭୋଇ ପତାକା ଉତ୍ତୋଳନ କରିଥିବା ବେଳେ ଗୀତ ପୁଟେଲ, ଶିବା ସିଂ ଭୋଇ, ଜଗୁ
Read More...

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା : କୁମ୍ଭାରୀକୁ ହରାଇ ସେମି ଫାଇନାଲରେ କୁଠୁର୍ଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା କ୍ରିକେଟ ପ୍ରତିଯୋଗିତା ଆଜି ତୃତୀୟ ଦିନରେ ପହଞ୍ଚିଛି । ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚରେ ପୁଳସଖଣ୍ଡ ଓ କୁମ୍ଭାରି ମଧ୍ୟରେ ହୋଇଥିଲା । ଏହି
Read More...

ଝାରବନ୍ଧ କୋତ୍‌ନାରେ ୭୩ତମ ଗଣତନ୍ତ୍ର ଦିବସ ପାଳନ କଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର କୋତନା ଗାଁରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ବରଗଡ ଶାଖା ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପ୍ରଥମ ଥର ପାଇଁ ଗାଁ ସ୍ତରକୁ ଯାଇ ଗାଁର ଛୁଆରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ସହ
Read More...

ଜିଲ୍ଲା ଛାତ୍ର କଂଗ୍ରେସର ନୂତନ ଜିଲ୍ଲା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ନୂତନ ଜିଲ୍ଲା କମିଟି ଚୟନ ହୋଇଯାଇଛି ଓ ଏଥିରେ ପ୍ରାୟ ୫୮ ଜଣ ଛାତ୍ର ନେତାଙ୍କୁ ବିଭିନ୍ନ ପଦ ପଦବୀ ପାଇଁ ମନୋନୀତ କରାଯାଇଛି । ଏହି ପ୍ରକାଶ ପାଇଥିବା ସୂଚୀରେ ମୁଖ୍ୟତଃ ଜିଲ୍ଲା ଛାତ୍ର କଂଗ୍ରେସ କମିଟି
Read More...

ସେମ୍‌ଫୋର୍ଡ ଫ୍ୟୁଚରିଷ୍ଟିକ୍‌ସ ସ୍କୁଲରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖରନଗର ସ୍ଥିତ ସେମ୍‌ଫୋର୍ଡ ଫ୍ୟୁଚରିଷ୍ଟିକ୍‌ସ ସ୍କୁଲରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ରଶ୍ମିରେଖା ଦାଶ ପତାକା ଉତ୍ତୋଳନ କରିଥିବା ବେଳେ ସ୍କୁଲର ଡାଇରେକ୍ଟର ସଂଜୀବ ରଥ ଏବଂ ନୀଲମ ରଥ ଉପସ୍ଥିତ ଥିଲେ ।
Read More...

ଏନ୍‌ଏଚ୍‌ ରାସ୍ତାର ଦୁଇ କଡରେ ସବୁବେଳେ ଠିଆ ହୋଇ ରହିଛି ଗୁଡାଏ ଟ୍ରକ : ଦୁର୍ଘଟଣା ଆଶଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପାଟଣାଗଡକୁ ଯାଇଥିବା ଧୁମାମରା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖ ଏନ୍‌ଏଚ୍‌ ରାସ୍ତାର ଦୁଇକଡ଼ରେ ପ୍ରାୟତଃ ସବୁ ସମୟରେ ଟ୍ରକ ଗୁଡିକ ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ପ୍ରାୟତଃ ସବୁବେଳେ କ୍ଷୀପ୍ର ବେଗରେ ଯାନ ବାହାନ
Read More...

ସୁବର୍ଣ୍ଣପୁରର ରିଜର୍ଭ ପୋଲିସ ପଡିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ରିଜର୍ଭ ପୋଲିସ ପଡିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡଃ ଅରୁଣ
Read More...

ପରିବର୍ତ୍ତନର ସ୍ଲୋଗାନ ସହ ଧାରୋଲ ଗ୍ରାମରୁ ବିଜେପିର ନିର୍ବାଚନ ପ୍ରଚାର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବର୍ତ୍ତନର ସ୍ଲୋଗାନ ଦେଇ ଭାରତୀୟ ଜନତା ପାର୍ଟି ପଦ୍ମପୁରର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଧାରୋଲ ଗ୍ରାମରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଛି । ବିଜେପିର ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସଭାରେ
Read More...

ତପସ୍ୟା ପାଠାଗାରରେ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅଣ୍ଡାଗ୍ରାମର ତପସ୍ୟା ପାଠାଗାରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରିଛନ୍ତି ।
Read More...