pakka

ଝାରବନ୍ଧ କୋତ୍‌ନାରେ ୭୩ତମ ଗଣତନ୍ତ୍ର ଦିବସ ପାଳନ କଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର କୋତନା ଗାଁରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ବରଗଡ ଶାଖା ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପ୍ରଥମ ଥର ପାଇଁ ଗାଁ ସ୍ତରକୁ ଯାଇ ଗାଁର ଛୁଆରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ସହ ପତାକା ଉତ୍ତୋଳନ କରିଛି । ପତାକା ଉତ୍ତୋଳନ ପରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ କୋଭିଡ ପ୍ରତି ସଚେତନ କରିବା ସହ ମାସ୍କ ବଣ୍ଟନ ଏବଂ ଅସହାୟ ଲୋକମାନକୁ ଶୀତବସ୍ତ୍ର ଦାନ କରାଯାଇଥିବା ବେଳେ କୋଶଲ ଆନ୍ଦୋଲନରେ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଥିଲା ।

jay balangir
Leave A Reply

Your email address will not be published.

5 × four =