pakka

ଜିଲ୍ଲା ଛାତ୍ର କଂଗ୍ରେସର ନୂତନ ଜିଲ୍ଲା କମିଟି ଗଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ନୂତନ ଜିଲ୍ଲା କମିଟି ଚୟନ ହୋଇଯାଇଛି ଓ ଏଥିରେ ପ୍ରାୟ ୫୮ ଜଣ ଛାତ୍ର ନେତାଙ୍କୁ ବିଭିନ୍ନ ପଦ ପଦବୀ ପାଇଁ ମନୋନୀତ କରାଯାଇଛି । ଏହି ପ୍ରକାଶ ପାଇଥିବା ସୂଚୀରେ ମୁଖ୍ୟତଃ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପ୍ରବକ୍ତା ଭାବେ ନୀତିଶ ପଧାନ, ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସୁଜିତ କୁମ୍ଭାର, ସହସଂଯୋଜକ ଭାବେ ଉମେଶ ମହାପାତ୍ର, ସାହିଲ କୁମ୍ଭାର, ଆଶୁତୋଷ ମହାକୁର, ଜିଲ୍ଲା ଛାତ୍ର କଂଗ୍ରେସ କମିଟି ଉପସଭାପତି ଭାବେ ଟୁଲୁ ସେନ, ନିରଞ୍ଜନ ମିଶ୍ର, ସୁମିତ ପଟ୍ଟନାୟକ, ରାକେଶ ସେଠ, ପିନାୟକ ଶଙ୍କର ବିଶି, ଦୟାସାଗର ପଟେଲ, ସନତ ପଧାନ, ଶଙ୍କିତ ଶର୍ମା, କେଶବ ସୁନା, ବିପୁଲ ରାହା, ପ୍ରତୀକ ନାୟକ, ଆର୍ତ୍ତ ଘିବେଲା, ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଓମ୍‌ ରାଉତ, କୁନାଲ ଛତ୍ରିଆ, ରୁଦ୍ର ପ୍ରସାଦ ପୁଞ୍ଜି, ମନୋରଞ୍ଜନ ପଧାନ, ଜିହସିୟା ନାଗ, ସୁମନ୍ତ ବିଭାର, ତୁଷାର କୁମ୍ଭାର, ଓମ୍‌ ବିଶ୍ୱାଲ, ସୁରେଶ ସିଂ, ବାଦଲ ଦାଶ, ବିକାଶ କୁମାର ବଇକର, ମୁକେଶ ବେହେରା, ଅଭିନାଶ ବେହେରା, ଦିବ୍ୟ ରଞ୍ଜନ ବେହେରା, ମୋହିତ ସେଠ, ଆଶିଷ ଦଲାଇ, ଜିଲ୍ଲା ସମ୍ପାଦକ ଭାବେ ଶଙ୍କର ବିଶି, ଗୌରଭ ଶର୍ମା, ଅମ୍ରମ କଶ୍ୟପ, ସାଲମ ଏସ୍‌ ସୋଲୋମନ, ଅଜୟ ନାଗ, ଅମନ ମିଶ୍ର, ସଚିନ ସାହୁ, ଲବଣି ପଧାନ, ମନ ରଞ୍ଜନ ପଧାନ, କିଶନ ମୁଗ୍ରୀ, ରଞ୍ଜନ କୁମ୍ଭାର ହୋରୋ, ହରିଷ ନାଗ, ଲବଣି ନାଏକ, ରସିକ ପଳିତା, ଶୁଭଙ୍କର ବାଗ, ସାହିଦ ଖାନ, ବନମାଲି ସାହୁ, ଅମୀୟ ପଟେଲ, ରଞ୍ଜନ ବିଶ୍ୱାଲ, ରାମ ନାରାୟଣ ସାହୁ, ଅଞ୍ଜନ ବିଶ୍ୱାଳ, ଆଶିଷ ମହାରଣା, ଅଂଶୁମାନ ମହାନା, ଶୁଭେନ୍ଦ୍ର ମଲ, ବେଦବ୍ୟାସ ବାରିକ ପ୍ରମୁଖ କମିଟିରେ ସ୍ଥାନ ପାଇଛନ୍ତି । ଏଥି ପାଇଁ ବିଭିନ୍ନ ପଦ ପଦବୀରେ ମନୋନୀତ ହୋଇଥିବା ନୂତନ ସଦସ୍ୟବୃନ୍ଦ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟି ସଭାପତି ୟାଶୀର ନବାଜ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ମିସ୍‌ ଅନୁଲେଖା ବୋଷା ଜି ଏବଂ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଜଣେଇବା ସହ ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାଜ ରାସ୍ତାରେ ଲଢେଇ ଜୋରଦାର କରିବେ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

10 + 20 =