csstore

ଢେଁକିସାଲ୍ ସାହିତ୍ୟ କୁଟୁମ୍‌ କଁସିଲରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି) : କୋଶଲି ଢେଁକିସାଲ୍‌ ସାହିତ୍ୟ କୁଟୁମ୍‌ କଁସିଲ ଆନୁକୂଲ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ କୋଶଲି କବି ତଥା ଗୀତିକାର କେକି ସିଂ ଭୋଇ ପତାକା ଉତ୍ତୋଳନ କରିଥିବା ବେଳେ ଗୀତ ପୁଟେଲ, ଶିବା ସିଂ ଭୋଇ, ଜଗୁ ପୁଟେଲ, ସୁରେଶ ପୁଟେଲ, ମୋହନ ପୁଟେଲ ପ୍ରୟାସ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ଉମେଶ ବେହେରା, ଯୁବ କବି ଅନନ୍ତ ବାଗ୍, କବି ରମେଶ ବାରିକ, ଦୀପକ୍ ପୁଟେଲ୍‌, ବଣ୍ଟି ଭୋଇ, ଦାମୁ ମେହେର, ଗଂଗା ପୁଟେଲ୍‌, ତୃନେସ୍ ପୁଟେଲ୍‌, ରୁଦ୍ର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୀତ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.