pakka

ଏନ୍‌ଏଚ୍‌ ରାସ୍ତାର ଦୁଇ କଡରେ ସବୁବେଳେ ଠିଆ ହୋଇ ରହିଛି ଗୁଡାଏ ଟ୍ରକ : ଦୁର୍ଘଟଣା ଆଶଙ୍କା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପାଟଣାଗଡକୁ ଯାଇଥିବା ଧୁମାମରା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖ ଏନ୍‌ଏଚ୍‌ ରାସ୍ତାର ଦୁଇକଡ଼ରେ ପ୍ରାୟତଃ ସବୁ ସମୟରେ ଟ୍ରକ ଗୁଡିକ ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ପ୍ରାୟତଃ ସବୁବେଳେ କ୍ଷୀପ୍ର ବେଗରେ ଯାନ ବାହାନ ଯିବା ଆସିବା କରୁଥିବା ବେଳେ ସମ୍ପୃକ୍ତ ସ୍ଥାନରେ ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ତେବେ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବା ପାଇଁ ଉଚିତ୍‌ ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

ten − one =