Daily Archives

ଛାତ୍ରଛାତ୍ରୀମାନେ ଆଇନ ହାତକୁ ନେବା ଉଚିତ ନୁହେଁ, ଅଭିଯୋଗ ପାଇଁ କମିଟି ଗଠନ କରାଯାଇଛି : କହିଲେ କେନ୍ଦ୍ର ରେଳ…

ନୂଆଦିଲ୍ଲୀ : ରେଳବାଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବିବୃତ୍ତି ଆସିଛି । ତାଙ୍କ ବିବୃତ୍ତିରେ ସେ ଛାତ୍ରମାନଙ୍କୁ ଆଇନ ହାତକୁ ନ ନେବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ବ୍ଲକରୁ ୬ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୭ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୨୩ ଜଣ, ବେଲପଡା
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆ ପରିସରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ମୁଖ୍ୟ ଅତିଥି, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ସହକାରୀ
Read More...

ପାର୍ବତୀ ଗିରି ବୃଦ୍ଧାଶ୍ରମରେ ସାଧାରଣତନ୍ତ୍ର ଦିବସ ପାଳନ କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ସଂକଳ୍ପ ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା । ଦେଶମାତୃକା ପାଇଁ ନିଜ ସର୍ବୋଚ୍ଚ ବଳିଦାନ ଦେଇଥିବା ତଥା ସମାଜ ସେବାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମହିୟଷୀ ମହିଳା
Read More...

କୋଟିପତି ଆଗଲପୁର ବ୍ଲକ୍‌ ମୁଖ୍ୟ କିରାଣୀ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ୍‌ ହାଜତ୍‌କୁ ଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଆଗଲପୁର ବ୍ଲକ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା’ଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ତାଙ୍କ ପାଖରୁ ୧.୩୨ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା
Read More...

ଗଣତନ୍ତ୍ର ଦିବସ ପାଳନ ସମୟରେ ବିହାରରେ ବଡ଼ ଦୁର୍ଘଟଣା : ପାଇପ୍‌ରେ କରେଣ୍ଟ ଯୋଗୁଁ ୪ ଜଣ ପିଲା ଜଳିଗଲେ, ଜଣଙ୍କର…

ବକ୍ସର : ବିହାରର ବକ୍ସରରେ ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୪ ଜଣ ପିଲା ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳି ଯାଇଥିବା ଭଳି ଦୁଃଖଦ ଖବର ମିଳିଛି । ଏହି ଘଟଣା ବକ୍ସର ଜିଲ୍ଲାର ଇଟାଢ଼ି ବ୍ଲକର ନାଥପୁର ପ୍ରାଥମିକ ବିଦ୍ୟାଳୟର ଅଟେ । ଘଟଣା ଘଟିବା ପରେ
Read More...

ବିହାରରେ ରେଳ ନିଯୁକ୍ତି ଅନିୟମିତତା ଅଭିଯୋଗରେ ତୃତୀୟ ଦିନ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି, ଟ୍ରେନରେ…

ପାଟନା : ରେଳ ନିଯୁକ୍ତି (ଆର୍‌ଆର୍‌ବି-ଏନ୍‌ଟିପିସି)ରେ ଅନିୟମିତତା ବିରୋଧରେ ଗାୟାରେ ଛାତ୍ରମାନେ ଜବର୍‌ଦସ୍‌ସ୍ତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ଟ୍ରେନ୍ କୋଚ୍ ଜାଳି ଦେଇଥିବା ମଧ୍ୟ ଜଣାପଡ଼ିଛି । ଗୟା ଏସଏସପି ଆଦିତ୍ୟ କୁମାର କହିଛନ୍ତି ଛାତ୍ରମାନେ କାହାର କଥାରେ
Read More...

ପ୍ରେମିକ ଅନ୍ଧ ଜାଣି ସୁଦ୍ଧା ବିବାହ ବନ୍ଧନରେ ଛନ୍ଦି ହେଲେ ପ୍ରେମିକା ଚାନ୍ଦିନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : କଥାରେ ଅଛି, ପ୍ରେମ ଦେଖେ ନାହିଁ ଚେହେରା…. ସଦା ଖୋଜୁଥାଏ ଏକ ସୁନ୍ଦର ହୃଦୟ । ଏହି କଥ୍ୟଟି ସତ୍ୟ ଭାବେ ପ୍ରମାଣିତ ହୋଇଛି ଏହି ସୂଚନାରେ । ଶେଷରେ ଜଣେ ଅନ୍ଧ ଯୁବକଙ୍କୁ ନିଜ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି ପ୍ରେମିକା । ଦୁହେଁ ଦୁହିଁଙ୍କ ଗଳାରେ ବରଣ
Read More...

ଝରଣିପାଲି ଗ୍ରାମ ପଂଚାୟତ ସମିତି ସଭ୍ୟ ପଦବୀ ପାଇଁ ଲଢ଼ୁଛନ୍ତି ମନମୋହନ ପଟେଲ

ଆଗଲପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ଗାଁଠୁ ସହର । ନିର୍ବାଚନ ମଇଦାନ୍‌କୁ ଆସିଥିବା ପ୍ରାର୍ଥୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଯେତିକି ତତ୍ପର ହୋଇ ଉଠିଛନ୍ତି, ଭୋଟଦାତାମାନେ ବି ସେତିକି ଉଚିତ ପ୍ରତିନିଧି
Read More...

ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଣିବକ୍ରେଶ୍ଵର ଦେବ ପୀଠ, କୂଆପଦା ଠାରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ସଂଘର ସମ୍ପାଦକ ଜଗମୋହନ ମହାପାତ୍ର ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥିରୂପେ
Read More...