Daily Archives

ଜମଲା ଗ୍ରାମ ପଞ୍ଚାୟତରେ ସରପଞ୍ଚ ହେଲେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ଜମଲା ଗ୍ରାମ ପଞ୍ଚାୟତରେ ନିଦ୍ୱର୍ନ୍ଦରେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ପଦ୍ମପୁର ବ୍ଲକ ଯୁବ ବିଜେଡ଼ି ସଭାପତି ମନୋରଂଜନ ପୁରୋହିତଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ : ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ୭୩ତମ ସାଧାରଣତନ୍ତ୍ର ଦିବସ
Read More...

ପଦ୍ମ ପୁରସ୍କାର ୨୦୨୨ର ସମ୍ପୂର୍ଣ୍ଣ ତାଲିକା : ଆସନ୍ତୁ ଜାଣିବା କିଏ କେଉଁ କ୍ଷେତ୍ରରେ….

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷ ୧୨୮ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି । ପୁରସ୍କାରର ଏହି ତାଲିକାରେ ପୂର୍ବତନ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କୃତ ପ୍ରଦାନ ପାଇଁ ସ୍ଥାନୀତ କରାଯାଇଛି । ପୂର୍ବତନ ୟୁପି
Read More...

ସଇଁନ୍ତଲାର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନାରେ ଆଇଆଇସି ଅବିନୀ ସାହୁ, ମଟର ଚାଳକ ସଂଘ ଠାରେ ମୁଖ୍ୟ ଅତିଥି ଭାବେ ଶୁଭେନ ସିଂ ଭୋଇ, ସିମ୍ରନ ସିଂ ଭୋଇ, ବିଡ଼ିଓ କାର୍ଯ୍ୟାଳୟରେ ବିଡ଼ିଓ
Read More...

ସିଏନ୍‌ସି ମହାବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ‘ସିଏନ୍‌ସି’ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ର ଅସ୍ତ୍ରୋପଚାର ବିଭାଗ ମୁଖ୍ୟ ପ୍ରଫେସର୍‌ ଡା.ଶ୍ରୀକାନ୍ତ ପଣ୍ଡା ଯୋଗଦାନ କରି ଜାତୀୟ
Read More...

ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଦେଶ ନିଜର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦିଲ୍ଲୀରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଦିଲ୍ଲୀର ରାଜପଥରୁ ନେଇ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ସାଧାରଣତନ୍ତ୍ର ଦିବସ ଆରମ୍ଭ ହୋଇଯାଇଛି । ସାଧାରଣତନ୍ତ୍ର
Read More...

ମହାବୀର କଲେଜରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ପୁଇଁନ୍ତଲା ମେଟାକାନୀ ମନ୍ଦିର ସ୍ଥିତ ମହାବୀର କଲେଜରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ବିଜୟ କୁମାର ହୋତା ପତାକା ଉତ୍ତୋଳନ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ ।
Read More...

ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥଙ୍କୁ ସଂଘର ଉପସଭାପତି ସର୍ବେରାମ ପଟେଲ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନାଗରିକ କମିଟିର ସଭାପତି ବେଲାର ସିଂ ଭୋଇ
Read More...

ଖଣିରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପତ୍ରାପଡା ନିକଟସ୍ଥ ଏକ ଖଣିରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ପହଁଞ୍ଚି ତଦନ୍ତ ଜାରି କରିଛି । ସୂଚନା ଅନୁଯାୟୀ ମଙ୍ଗଳବାର ରାତ୍ରି ସମୟରେ ପତ୍ରାପଡା ନିକଟରେ ଥିବା ଏକ
Read More...

ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । କୋଭିଡ଼ କଟକଣା ଅନୁପାଳନ ପୂର୍ବକ
Read More...
error: Content is protected !!