ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ବ୍ଲକରୁ ୬ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୭ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୨୩ ଜଣ, ବେଲପଡା ବ୍ଲକରୁ ୬ ଜଣ, ଦେଓଗାଁ ବ୍ଲକରୁ ୫ ଜଣ, ଗୁଡଭେଲା ବ୍ଲକରୁ ୨୨, କଣ୍ଟାବାଞ୍ଜି ଏନ୍‌ଏସିରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୧୮ ଜଣ, ଲୋଇସିଂହା ବ୍ଲକରୁ ୧୩ ଜଣ, ମୁରିବାହାଲ ବ୍ଲକରୁ ୭ ଜଣ, ପାଟଣାଗଡରୁ ୧୫ ଜଣ, ପାଟଣାଗଡ ଏନ୍‌ଏସିରୁ ୩ ଜଣ, ପୁଇଁନ୍ତଲା ବ୍ଲକରୁ ୫ ଜଣ, ସଇଁନ୍ତଲା ବ୍ଲକରୁ ୨୦ ଜଣ, ଟିଟିଲାଗଡ ବ୍ଲକରୁ ୧୮ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୧ ଜଣ, ତୁରେକେଲା ବ୍ଲକରୁ ୮ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

5 × 1 =