ଝରଣିପାଲି ଗ୍ରାମ ପଂଚାୟତ ସମିତି ସଭ୍ୟ ପଦବୀ ପାଇଁ ଲଢ଼ୁଛନ୍ତି ମନମୋହନ ପଟେଲ

ଆଗଲପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ଗାଁଠୁ ସହର । ନିର୍ବାଚନ ମଇଦାନ୍‌କୁ ଆସିଥିବା ପ୍ରାର୍ଥୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଯେତିକି ତତ୍ପର ହୋଇ ଉଠିଛନ୍ତି, ଭୋଟଦାତାମାନେ ବି ସେତିକି ଉଚିତ ପ୍ରତିନିଧି ଚୟନ ଦିଗକୁ ଦୃଷ୍ଟି ଦେଉଛନ୍ତି । ଆଗଲପୁର ବ୍ଲକର ଉପାଧ୍ୟକ୍ଷ ରହି ଆସିଥିବା ମନମୋହନ ପଟେଲ ଝରଣିପାଲି ଗ୍ରାମ ପଂଚାୟତ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇ ଥିବା ବେଳେ ଆଗଲପୁର ବ୍ଲକ୍‌ର ରାଜନୀତି ମାହୋଲ ସର୍‌ଗରମ୍‌ ହୋଇ ଉଠିଛି ।

Leave A Reply

Your email address will not be published.

10 − two =