Browsing Tag

agalpur news

ଛେଲିଆପାଟ ହାଇସ୍କୁଲରେ ବିଶ୍ଵ ପରିବେଶ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭାରସୂଜା ସ୍ଥିତ ଛେଲିଆପାଟ ନୋଡାଲ ହାଇସ୍କୁଲରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇକୋକ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଇକୋ କ୍ଲବ୍ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ଓ ସ୍ଲୋଗାନ
Read More...

ଜଳସେଚନରୁ ବଂଚିତ ଲୋଇସିଂହା ଓ ଆଗଲପୁର ମିଳିତ କୃଷକ ସଂଘର୍ଷ ସମିତି ଆନୁକୁଲ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ଆନୁକୁଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କୁ ନେଇ ମାନସ ବିହାର ରୁଗୁଡିଖାଲ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷକ ସଂଘର୍ଷ
Read More...

ଆଗଲପରୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତନ ସମାବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଆଗଲପୁର ହାଇସ୍କୁଲ ପଡିଆରେ ବିଜେପିର ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା କୁମାରୀ
Read More...

ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗଙ୍କ ଲୋଇସିଂହା ଅଗ୍ରସେନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଡ. ମହାଲିଙ୍ଗଙ୍କ ସହ ବିଜେପି ମଣ୍ଡଳୀ ସଭାପତି ସରୋଜ ସାହୁ, ପୂର୍ବତନ ଜିଲ୍ଲାପରିଷଦ
Read More...

ଆଗଲପୁର ସାହିତ୍ୟ ଘର ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ସାଲେଭଟା ସରସ୍ୱତୀ ଶିଶୁ ମନ୍ଦିରଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି । ବ୍ଲକ୍‌ ସମ୍ବାଦ ସାହିତ୍ୟ ଘର ସଭାପତି ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ
Read More...

ପଂଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲିଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ବିଜେଡି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନିହାର ରଂଜନ
Read More...

ଡୁଡୁକାଠାରେ ଆଗଲପୁର ବ୍ଲକ୍‌ ସ୍ତରୀୟ କର୍ମୀ ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଡୁଡୁକା ଉପରବାହାଲ ରାସ୍ତା ଆମ୍ବ ବଗିଚାଠାରେ ଆଗଲପୁର ବ୍ଲକ୍‌ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ମୋହନ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି
Read More...

କୋଶଳ ମୁକ୍ତି ସେନା ପକ୍ଷରୁ ‘ମୁଇଁ ନାଇ ଯାଏଁ ତାମିଲନାଡୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମ ପଂଚାୟତର ଗୁହୁରିଆପଦର ଓ ମନୁପାଲି ଗ୍ରାମରେ କୋଶଳ ମୁକ୍ତି ସେନା ପକ୍ଷରୁ ମୁଇଁ ନାଇଁ ଯାଏଁ ତାମିଲନାଡୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କୋଶଳ ସ୍ୱାଭିମାନୀମାନେ ମତ ପ୍ରକାଶ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ : ବଲାଙ୍ଗିରର ରାଷ୍ଟ୍ରୀୟ ନବବର୍ଷ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ମାନସ ବିହାର ରୁଗୁଡିଖାଲଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ପରିଷଦର ଜିଲ୍ଲା ସଂପାଦକ ରାମଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଆଗଲପୁର ଓ ଲୋଇସିଂହା ବ୍ଲକ୍‌ର
Read More...

ଆଗଲପୁର ବ୍ଲକ୍‌ରେ ବିଜେଡି ପ୍ରାର୍ଥି ନିହାର ରଂଜନ ବେହେରାଙ୍କ ଜନସଂପର୍କ ଯାତ୍ରା ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥି ନିହାର ରଂଜନ ବେହେରାଙ୍କ ଆଗଲପୁର ବ୍ଲକ୍‌ ଆଗଲପୁର ଅଂଚଳରେ ଜନସଂପର୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଶ୍ରୀ ବେହେରା ଭରସୂଜା ଗ୍ରାମରେ ପହଞ୍ଚିବା ପରେ ପ୍ରଥମେ ମାଁ ଛେଲିଆପାଟ ମନ୍ଦିରରେ ପୂଜାର୍ଚନା କରି ସେଠାରୁ ଏକ
Read More...