Daily Archives

ତୁରେକେଲା ବ୍ଲକ ଘେରାଓ କଲେ ଆଦିବାସୀ ସଂଘ

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ଆଦିବାସୀଙ୍କୁ ସରପଂଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ପଦବୀରେ ସଂରକ୍ଷଣ ନ ଦେବା ପ୍ରତିବାଦରେ ବିକ୍ଷୋଭ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟକୁ ଶନିବାର ଦିନ ତୁରେକେଲା ବ୍ଲକ ଆଦିବାସୀ ସଂଘ ତରଫରୁ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଥାନା ପରିସରରେ ଅଭ୍ୟର୍ଥନା ଗୃହ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

କଂଟାବାଂଜ, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ପରିସରରେ ଆଜି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କର କମଳରେ ଅଭ୍ୟର୍ଥନା ଗୃହ ଉଦଘାଟିତ ହୋଇଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରୁ ମିଳିଥିବା ପାଂଚ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି ।
Read More...

ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଖୁସି ଖବର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଲାଭବାନ ହେବେ ୧. ୩୦ ଲକ୍ଷ କର୍ମୀ ଓ…

ଭୁବନେଶ୍ୱର : ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଅଙ୍ଗନୱାଡି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏବେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି
Read More...

ଜିଲ୍ଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଜି ନେହେରୁ ଯୁବ କେନ୍ଦ୍ର, ବରଗଡ଼ ଦ୍ୱାରା ଜିଲ୍ଲା ଯୁବ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦ୍‌ଘାଟନ କରିଥିଲେ ।
Read More...

ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ଓ ସରଳାଦେବୀ ସ୍ମୃତି ସଂସଦର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା

ନାରୀ ଜାଗରଣ, ସ୍ୱାଧୀନତା ସଂଗ୍ରାମର ଜଣେ ଏକନିଷ୍ଠ ଅହିଂସା ବିପ୍ଳବିନୀ ସରଳାଦେବୀ ଜଣେ ବନ୍ଦନୀୟ ବ୍ୟକ୍ତିତ୍ୱ : ଶରତ ମହାନ୍ତି ରାଉରକେଲା, (ସସ୍ମିତା ପ୍ରଓାନ) : ସରଳାଦେବୀ ନାରୀ ଜାଗରଣ କ୍ଷେତ୍ରରେ ଏକ ବିସ୍ମୟା ନାରୀ ଜାଗରଣ, ସ୍ବାଧୀନତା ସଂଗ୍ରାମର ଜଣେ ଏକନିଷ୍ଠ ଅହିଂସା ବିପ୍ଳବିନୀ
Read More...

ମନୋରଞ୍ଜନ ସାହୁଙ୍କ ବର୍ଣ୍ଣ ବିଚାର ପୁସ୍ତକ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ତଥା ବିଭାଗର ଛାତ୍ର ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥିତରେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଦ୍ଵାରା ରଚିତ ବର୍ଣ୍ଣ ବିଚାର ପୁସ୍ତକର ଦ୍ଵିତୀୟ ସପ୍ସସ୍କରଣ ଲୋକାର୍ପିତ
Read More...

ଘଣ୍ଟାପଡାଠାରେ ଆଞ୍ଚଳିକ କ୍ଲବ ଗଠିତ : ଦେବରାଜ ସାହୁ ସଭାପତି, ଶ୍ରୀପତି ମଲିକ ସଂପାଦକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ବନ୍ୟା ଆଶ୍ରମ ସ୍ଥଳୀଠାରେ ଘଣ୍ଟାପଡା ଜୋନ ନଂ‐୧ ଅଞ୍ଚଳର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ବୈଠକ ଦେବରାଜ ସାହୁଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ମନ୍ଦରଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଞ୍ଚଳର ବିକାଶ ନିମନ୍ତେ
Read More...

ଦିବଙ୍ଗତ ଶିକ୍ଷକ ଦ୍ୱୟଙ୍କ ସ୍ମୃତିସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗ୍ରାମର କୃତି ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ୱାଳ ଓ ଅଭୟମୁଖି ରାମଚନ୍ଦ୍ରପୁରର ଆଦର୍ଶ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ପରିବାର ଏବଂ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ
Read More...

ଆୟକର ବିଭାଗ ହାତରେ ଲାଗିଲା ଧନ କୁବେର୍ : ୬ ଟି ମେସିନ୍ ରାତିସାରା ନୋଟ୍ ଗଣିଲା

ଦାମୋହ : ମଧ୍ୟପ୍ରଦେଶ ଦାମୋହର ଏକ ମଦ-ହୋଟେଲ ବ୍ୟବସାୟୀ ରାୟ ବ୍ରଦର୍ସ ଉପରେ ଆୟକର ବିଭାଗକୁ ଧନ କୁବେରଙ୍କ ସଂଧାନ ମିଳିଛି । ପ୍ରାୟ ୨୦ କୋଟି ଟଙ୍କା ଆୟକର ବିଭାଗ ହାତରେ ଲାଗିଛି । ଇନକମ ଟ୍ୟାକ୍ସକୁ ସାଢେ଼ ୮ କୋଟି ନଗଦ ଟଙ୍କା, ସାଢେ଼ ୫ କୋଟି ମୂଲ୍ୟର ସୁନା-ହୀରା ଅଳଙ୍କାର, ରାୟ ବ୍ରଦର୍ସ
Read More...

କିଷାନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ୩ ହଜାର କୋଟିରେ ପହଞ୍ଚିଛି ଅଖା ଦୁର୍ନୀତି

ଦୁଇ ଦିନ ମଧ୍ୟରେ ସମସ୍ତ ଧାନ କିଣନ୍ତୁ ସରକାର : କିଷାନ କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ କିଷାନ କଂଗ୍ରେସର ଏକ ଦଳ ଆଜି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିବା ପରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଧାନ କିଣାକୁ ନେଇ ତୀବ୍ର
Read More...