Daily Archives

ବଲାଙ୍ଗିରରେ ବନ କର୍ମଚାରୀଙ୍କ ସଭା : ଅସ୍ଥାୟୀ ବନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ର, ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ୱାଚର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳା ଠାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ୨୦୨୨ରେ ୪,୭୦,୬୪୬ ଭୋଟର ସ୍ଥାନିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ୬୪-ବୀରମହାରାଜପୁର ଏବଂ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆଜି ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ
Read More...

ମନଭଙ୍ଗଠାରେ ଓଡ଼ିଶା ମୋଟର ସଂଘର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମନଭଙ୍ଗଠାରେ ଓଡିଶା ମୋଟର ଚାଳକ ସଂଘର ଜିଲ୍ଲା ସଭାପତି ନିରୋଜ ପୋଢ ଯାଦବଙ୍କ ସଭାପତିତ୍ୱରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ ରାଜା ଭାରତୀ ସଭା ପରିଚାଳନା କରିଥିଲେ । ଏଥିରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଳକର ଓଡ଼ିଶା
Read More...

ସଇଁନ୍ତଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯୫୭ ଜଣ ଛାତ୍ରଛାତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ପର୍ୟ୍ୟାୟ କୁହାଯାଉଥିବା ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ମୋଟ୍‌ ୧୯୫୭ ଜଣ
Read More...

ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାର ପ୍ରତିରୋଧ କରିବା ପାଇଁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି ।
Read More...

ଓଡ଼ିଶା ଜୀବିକା ମିଶନ ଦ୍ଵାରା ଗାଈ କ୍ଲଷ୍ଟର ସ୍ଥାପନ ପାଇଁ ଯୋଜନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମେରପିଟା ପଂଚାୟତ ନିକଟରେ ପଞ୍ଚାୟତ ସ୍ତରୀୟ ଗାଈ କ୍ଳଷ୍ଟର ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଟୀର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ଗାଈ ଚାଷ ଉପଯୋଗୀ ହୋଇପାରିବ ବୋଲି ମତ ଆସିଥିଲା । ଓଡ଼ିଶା ଜୀବିକା ମିଶନ
Read More...

ନଆଗାଁ ରେ ଗୋଣ୍ଡୱାନା ଗୋଣ୍ଡ ମହାସଭା ବୈଠକ

ଲୋଇସିଂହା (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଯାଇଥିଲା । ନଅଗାଁ ସର୍କଲ ସଭାପତି ନୀଳକଣ୍ଠ
Read More...

ତୁରେକେଲା ବ୍ଲକ ଘେରାଓ ପାଇଁ ଆଦିବାସୀ ସଂଘର ପ୍ରସ୍ତୁତି ବୈଠକ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତୁରେକେଲା ବ୍ଲକ…

କଂଟାବାଂଜି, (ମନିଶ କୁମାର ହଂସ) : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଉପେକ୍ଷା କରାଯିବା ସହ କେତେକ ପଂଚାୟତରେ ସଂପୂର୍ଣ୍ଣ ବାଦ ଦିଆଯାଇଥିବାରୁ ତୁରେକେଲା ବ୍ଲକ ଆଦିବାସୀ ସଂଘ
Read More...

ଅଲାତରା ଓ ମଦନପୁର ଠାରେ ସୁନାମୁଖୀ ଯାତ୍ରା ପାଳିତ : ରକ୍ତ ରଞ୍ଜିତ ହେଲା ଦୁଇ ପୀଠ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଳା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ଓ ଅଲାତରାରେ ଆଜି ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପ୍ରତ୍ୟେକ ବର୍ଷ ବଲାଂଗିର ଶୁଲିଆ ଯାତ୍ରାର ଆର ଦିନ ସୁନାମୁଖୀ ଯାତ୍ରା ହେଉଥିବା ବେଳେ ଏ ବର୍ଷ ଆଠ ଦିନ ପୂର୍ବରୁ ଆଜି ଅନୁଷ୍ଠିତ
Read More...

ଲୋଇସିଂହା ଆଦିବାସୀ ଭବନଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଲୋଇସିଂହା (କେପିଏନ୍‌ଏସ୍‌) : ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁର ଆନୁକୂଲ୍ୟରେ ଲୋଇସିଂହା ଆଦିବାସୀ ଭବନଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୬ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୬୦ ଜଣକୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚୟନ କରାଯାଇ
Read More...