Daily Archives

ରାଜ୍ୟରେ ବଢ଼ୁଛି ସଂକ୍ରମଣ : ଆସିଲା ନୂଆ କୋଭିଡ ଗାଇଡ଼ ଲାଇନ, ରାଜ୍ୟରେ କ୍ଲାସ୍‌ରୁମ୍‌ ପାଠପଢ଼ା ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏ ନେଇ ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରୀ ୯ ତାରିଖରୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁୁ ଲାଗୁ
Read More...

୨୦୦୯-୧୦ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସ୍ଥିତ ଇନ୍ଦିରାଗାନ୍ଧୀ ହାଇସ୍କୁଲ ଠାରେ ୨୦୦୯-୧୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଅଶୋକ ପଧାନଙ୍କ ସଭାପତିତ୍ୱରେ
Read More...

ପ୍ରଭାସିନୀ ଖଟୁଆ ହେଲେ କଣ୍ଟାମାଳ କଲେଜର ନୂତନ ଅଧ୍ୟକ୍ଷା

କଣ୍ଟାମାଳ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୫୩୮୦୭ ତାରିଖ ୩୧.୧୨.୨୦୨୧ରେ କଣ୍ଟାମାଳ ପଞ୍ଚାୟତ କଲେଜର ନୂତନ ଅଧ୍ୟକ୍ଷା ଭାବେ କଲେଜର ବରିଷ୍ଠ ଅଧ୍ୟାପିକା ପ୍ରଭାସିନୀ ଖଟୁଆ ନିଯୁକ୍ତି ପାଇଛନ୍ତି । ଗତ ୩୧ତାରିଖରେ ପଞ୍ଚାୟତ କଲେଜ କଣ୍ଟାମାଳର
Read More...

ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ : ସେମିରେ ଦଳଦଳି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଖଇରପାଲି ଜଗନ୍ନାଥ କମିଟିର ସଭାପତି ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟିତ କରିଥିବା ବେଳେ ପ୍ରଥମ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ୨୦୨୨ରେ ୪,୭୦,୬୪୬ ଭୋଟର ସ୍ଥାନିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୬୪-ବୀରମହାରାଜପୁର ଏବଂ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ
Read More...

ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲେବ୍‌ ଉଦ୍‌ଘାଟନ କଲେ ନରସିଂହ : ନିଜ ପୁରୁଣା ନିର୍ବାଚନ ମଣ୍ଡଳୀରେ ନରସିଂହଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପୁରାତନ ନିର୍ବାଚନ ମଣ୍ଡଳୀ ଲୋଇସିଂହାର ରେଙ୍ଗାଲି ଠାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କମ୍ପ୍ୟୁଟର ଲେବ୍‌କୁ ଉଦ୍‌ଘାଟନ କରିଛନ୍ତି । ରେଙ୍ଗାଲି ବିଦ୍ୟାଳୟ ଯାହାକି ୩୦ରୁ ୩୫ ବର୍ଷ ତଳେ ସେଠାକାର କିଛି ବୁଦ୍ଧିଜୀବୀ
Read More...

ସଂରକ୍ଷଣ ଦାବୀରେ ଆଦିବାସୀ ମହାସଂଘର ବନ୍ଦ ଡ଼ାକରା, ମ.ରାମପୁରରେ ସଫଳ

ମ.ରାମପୁର (ହେମନ୍ତ ସାହୁ) : ଆଦିବାସୀ ମହାସଂଘର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ଦାବିରେ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ ମ.ରାମପୁରରେ ସଫଳ ଦେଖାଯାଇଛି । ସଂଘ ତରଫରୁ ମ.ରାମପୁର ଚାରିଛକଠାରେ ୫୯ନମ୍ବର ଜାତୀୟ ରାଜପଥ, ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ଏବଂ
Read More...

ବଲାଙ୍ଗିର ଜିଲ୍ଲାରେ ଉପର ମୁହାଁ କରୋନା ସଂକ୍ରମଣ : ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୭, ୧୮,୨୦, ୪, ୭ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୧୯ରୁ ୨ ଜଣ, ୱାର୍ଡ ନମ୍ବର ୬ରୁ ୪ଜଣ,
Read More...

ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଳକ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି । ରାଜନୀତିଠାରୁ ଉର୍ଦ୍ଧ୍ବରେ ରହି ଶିକ୍ଷାର ବିକାଶ ଓ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ଆହ୍ବାନ ଦେବା ସହ
Read More...

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଲେ ଆଦିବାସୀ : ତାଲିକାର ପୁର୍ନବିଚାର ଦାବୀରେ ଅସ୍ତ୍ରଶସ୍ତ୍ର ଧରି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଛନ୍ତି ଆଦିବାସୀ । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ଡାକବଙ୍ଗଳାଠାରୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଆଦିବାସୀମାନେ ବାହାରି ବ୍ଳକ କାର୍ଯ୍ୟାଳୟକୁ ପହଁଚି ଥିଲେ । ସ୍ଥାନୀୟ
Read More...