Daily Archives

ଅସ୍ଥାୟୀ ବନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ : ବଲାଙ୍ଗିରରେ ବନ କର୍ମଚାରୀଙ୍କ ସଭା

ବଲାଙ୍ଗିର, (କେପିଏମ୍‌ଏସ୍‌) : କେନ୍ଦୁପତ୍ର, ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ୱାଚରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳାଠାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
Read More...

କଥାନି : ଆଁଖଲ୍‌ର ଅପମୁର୍‌ତୁ

ଡ. ଗୋବର୍ଦ୍ଧନ ସାହୁ କହୁନ୍‌ ସାର୍‌, ଶୁନି ପାରୁଛେଁ ।ହଁ, ହଁ ସୁଦାମ ବାବୁ, ମୋର କଥାକେ ଧିଆନ ଦେଇକରି ଶୁନୁନ । ଏକାଉଂଟେନ୍‌ଟ ବାବୁକେ ବୁଝେଇ ଦଉନ । କଲା ଟଁକା କେଂତାକରି ଧଲା ହେବା, ସେ ତା’ର ଆଏ ଉପେ କର୍‌ବେ । ହଁ ଆରୁ ଗୁଟେ କଥା । ମିଟିଂଗ୍‌ର ସବୁ ଫାଇଲ୍‌ ପତର୍‌ ରେଡ଼ି କରିଥିବେ
Read More...

ଆମେରିକାରେ ହଇଚଇ ସୃଷ୍ଟି କରୁଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍, ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ଓମିକ୍ରନ୍…

ୱାଶିଂଟନ୍‌ : ସମଗ୍ର ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କରୋନାର ଏହି ନୂତନ ଭାରିଆଣ୍ଟ ଓମିକ୍ରନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା, ଆମେରିକାରେ ଦେଖାଦେଇଥିବା
Read More...

ସ୍ଵର୍ଗତ ରାୟଧର ଲୁହାରଙ୍କ ୧୭ତମ ସ୍ମୃତି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ସ୍ଥିତ ବିକ୍ରମନଗର ଠାରେ ଦେବାର ଛତରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ରାୟଧର ଲୁହାରଙ୍କ ସ୍ମୃତି ସଭା ଓ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ନୂତନ କମିଟି ଗଠନ କରାଯାଇଥିଲା । ପ୍ରଥମେ ସ୍ଵର୍ଗତ ରାୟଧର
Read More...

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲେଖିଲେ ଚିଠି : ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବୀ

ଭୁବନେଶ୍ୱର : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲେଖିଲେ ଚିଠି । ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବୀ କଲେ । ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ଆୟୋଗ । ଉଭୟ ଝିଅ ଓ
Read More...

ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଗାରରେ ଯୁବାବର୍ଗଙ୍କ ପାଇଁ କେରିଅର କାଉନସେଲିଂର ଦ୍ଵିତୀୟ ବୈଠକ

ସୁବର୍ଣ୍ଣପୁର, (କେପିଏମଏସ୍‌) : ଜିଲ୍ଲାର ଯୁବାବର୍ଗଙ୍କ ଉନ୍ନତ ଭବିଷ୍ୟତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ '୫ଟି' କାର୍ୟ୍ୟକ୍ରମରେ ଜିଲ୍ଲାର ସଂସ୍କୃତି ଭବନରେ ସ୍ଥାପିତ ନୂତନ ଜିଲ୍ଲା ଗ୍ରନ୍ଥାଗାରରେ କେରିଅର କାଉନସେଲିଂ ର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଫିରୋଜପୁର ରାଲି ବାତିଲ

ଫିରୋଜପୁର : ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିକୁ ବାତିଲ କରାଯାଇଛି । ସୂଚନା ଅନୁଯାୟୀ, ଫିରୋଜପୁରରେ ପ୍ରବଳ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିକୁ ବର୍ତ୍ତମାନ ପର୍ୟ୍ୟନ୍ତ ବାତିଲ କରାଯାଇଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ
Read More...

ସ୍ୱାମୀ ମଦ ପିଇ ପତ୍ନୀଙ୍କୁ ମାଡ ମାରୁଥିଲେ, ବିବ୍ରତ ପତ୍ନୀ ନେଲେ ଭୟଙ୍କର ପଦକ୍ଷେପ

ଚେନ୍ନାଇ : ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଦୁହେଁ ୩୬ ବର୍ଷିୟ ରୀନା ଏବଂ ୩୯ ବର୍ଷିୟ ସତୀଶ ବୋଲି ଜଣାପଡିଛି । ଏମାନେ କାଭୁଣ୍ଡମ୍ପାଲାୟମର ଆମ୍ବେଦକର ନାଗରର
Read More...

ଦେଶରେ ତୃତୀୟ ଲହର ଏବଂ ଦିଲ୍ଲୀରେ ପଞ୍ଚମ ଲହର : ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଦେଶରେ ତୃତୀୟ ଲହର ପହଞ୍ଚିଛି । ରାଜଧାନୀରେ ଏହା ହେଉଛି ପଞ୍ଚମ ଲହର । ଶ୍ରୀ ଜୈନ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ବିସ୍ଫୋରକ
Read More...

ଦେଶରେ କରୋନା ଭାଇରସ୍‌ : ୨୪ ଘଂଟାରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନାରେ ୫୩୪ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ କରୋନା କାରଣରୁ ସମୁଦାୟ ୪ ଲକ୍ଷ ୮୨ ହଜାର
Read More...