pakka

ଆମେରିକାରେ ହଇଚଇ ସୃଷ୍ଟି କରୁଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍, ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ଓମିକ୍ରନ୍ ମାମଲା

bbehera

ୱାଶିଂଟନ୍‌ : ସମଗ୍ର ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କରୋନାର ଏହି ନୂତନ ଭାରିଆଣ୍ଟ ଓମିକ୍ରନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା, ଆମେରିକାରେ ଦେଖାଦେଇଥିବା କରୋନାର ନୂତନ ମାମଲାଗୁଡ଼ିକ ମଧ୍ୟରୁ ୯୫ ପ୍ରତିଶତ ଓମିକ୍ରନ୍ର । ଆମେରିକାର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ପ୍ରାୟ ୧୫ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ମଧ୍ୟରେ ଆମେରିକାରେ କରୋନା ମାମଲା ଦ୍ୱିଗୁଣିତ ହୋଇଛି ।

Leave A Reply

Your email address will not be published.

four × two =