Daily Archives

ମାରପିଟ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାରପିଟ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନଥାନା ପୋଲିସ । ଗିରଫ ହୋଇଥିବା ଦୁଇଜଣ ଯୁବକ ହେଲେ ବବଲୁ ବେହେରା ଓ ସଂଜୟ ତାଣ୍ଡି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ କଂସାରୀପଡ଼ାର ବବଲୁ ସେଠ ନାମକ
Read More...

କରୋନା ସଂକ୍ରମଣ ବିସ୍ଫୋରଣ ମୁହାଁ : ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ୧୪ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବିସ୍ଫୋରଣ ମୁହାଁ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଶହ ୧୬ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ହଠାତ୍‌ ଏଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଜନସାଧାରଣରେ ଆତଙ୍କ ସୃଷ୍ଟି କରିଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଗତ ୨୪
Read More...

ଜଗନ୍ନାଥ ଦେବ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଉଦଯାପିତ : ପତ୍ରାପାଲି ଚାମ୍ପିୟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମଣ୍ଡଳ ଗ୍ରାମରେ ଜଗନ୍ନାଥ ଦେବ ଫୁଟ୍‌ବଲ୍‌ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆ ଚାଲିଥିବା ଜଗନ୍ନାଥ ଦେବ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ ହୋଇଯାଇଛି । ପତ୍ରାପାଲି ଓ ନକଟାସର ମଧ୍ୟରେ ଫାଇନାଲ ମ୍ୟାଚ୍‌
Read More...

ଓଡ଼ିଶାର ଗଜପତି ଜିଲ୍ଲା ମଧୁରମ୍ବା ଗ୍ରାମବାସୀଙ୍କ ପାଇଁ ଆଶାର କିରଣ ନେଇ ଆସିଛି ଜଳ ଜୀବନ ମିଶନ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଗଜପତି ଜିଲ୍ଲା ଅଧୀନ ମଧୁରମ୍ବା ଗ୍ରାମବାସୀଙ୍କ ପାଇଁ ବହୁ ଦଶନ୍ଧି ଧରି ପାଣି ସମସ୍ୟା ଲାଗି ରହିଥିଲା । ଖରା ଦିନେ ଏହି ସମସ୍ୟା ଅଧିକ ଉତ୍କଟ ହେଉଥିଲା । ୨୦୧୮ ପର୍ଯ୍ୟନ୍ତ ଗାଁର ଲୋକମାନେ ସେମାନଙ୍କର ଦୈନନ୍ଦିନ ପାନୀୟ ଜଳ ଆବଶ୍ୟକତା ପୂରଣ କରିବା ପାଇଁ
Read More...

ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

● “ଉତ୍ତର-ପୂର୍ବ ଯାହାକୁ ନେତାଜୀ ଭାରତ ସ୍ୱାଧୀନତାର ପ୍ରବେଶ ଦ୍ୱାର କହୁଥିଲେ ତାହା ନବଭାରତ ସ୍ୱପ୍ନ ସାକାର କରିବା ପାଇଁ ପ୍ରବେଶ ଦ୍ୱାର ହେଉଛି”● “ଆମେ ଉତ୍ତର ପୂର୍ବରେ ସମ୍ଭାବନାର ଦିଗ ଅନୁଧ୍ୟାନ କରୁଛୁ”● “ଆଜି ଦେଶର ଯୁବ ଶକ୍ତି ମଣିପୁରର ଖେଳାଳୀମାନଙ୍କ ଠାରୁ ପ୍ରେରଣା ପାଉଛନ୍ତି”●
Read More...

କିଶୋରମାନଙ୍କ କୋଭିଡ ଟୀକାକରଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୫-୧୮ ବର୍ଷ ବୟସ କିଶୋରମାନଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏଥିପାଇଁ ଜାନୁଆରୀ ୧ ତାରିଖରୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଚାଲିଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ସୋମବାର ୨୩୬ ଜଣଙ୍କୁ ଓ ମଙ୍ଗଳବାର ୨୫୯ ଜଣକୁ
Read More...

ଗତ ୨୪ ଘଂଟାରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୮୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୮୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଆପ୍‌ର ମିଶ୍ରଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତିଙ୍କ ନେତୃତ୍ୱରେ ସମାଜ ସେବୀ କିଶୋର କୁମାର ସିଂହ, ସମାଜ ସେବୀ ବିରଞ୍ଚି
Read More...

ସବୁଜ ପ୍ରତିଶୃତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତକାଲି ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ପାଇଁ ସବୁଜ
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଅନୁଷ୍ଠିତ : ସାମିଲ ହେଲେ ୫୫ ପରିବାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ସର୍କଲ ତରଫରୁ ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଗଲା । ଉକ୍ତ ସଭାରେ ନଅଗାଁ ସର୍କଲ ସଭାପତି ନୀଳକଣ୍ଠ ପୁଟାଙ୍କ ସଭପତିତ୍ୱରେ
Read More...
error: Content is protected !!