Daily Archives

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ସାଲେପୁର : ଏକ ସ୍କୁଟିକୁ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍କୁଟି ଆରୋହୀ ୨ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପାରାଦ୍ୱୀପ ଆଡୁ ଆସୁଥିବା ଏକ କାର(ଓଡି୩୩ ଆର୍‌ ୩୩୩୯) ରାମକୁମାରପୁର ଠାରେ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ୨
Read More...

୧୦ମ କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବନ୍ଧପଡ଼ାକୁ ହରାଇ ଭୂତିଆରବାହାଲ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ାରେ ୧୦ମ କେଡିସିସି କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବନ୍ଧପଡ଼ା ଓ ଭୂତିଆରବାହାଲ ମଧ୍ୟରେ ହୋଇଥିଲା । ଏହି ମ୍ୟାଚକୁ ଭୂତିଆରବାହାଲ୍ ୨୫ ରନ୍‌ରେ ଜିତି ଚାମ୍ପିଅନ ହୋଇଛି । ଏହି ମ୍ୟାଚକୁ ଚିମନ୍
Read More...

କବିତା : କାଜୁ ଅରଣ୍ୟରେ

ଅଶୋକ କୁମାର ମହାପାତ୍ର ଦୁର୍ବଳିଆ ପତ୍ର ଅହରହଋତୁର ନିଷ୍ପତ୍ତି ଏଡ଼ିସାମୁହିକ ଉଲ୍ଲାସରେ ଖସୁଥାନ୍ତିପ୍ରାୟ ପ୍ରତିଦିନ, କାଜୁ ଅରଣ୍ୟରେ । ଉଡ଼ନ୍ତା ଦର୍ପଣ ଭଳିଚିକ୍ ଚିକ୍ ପ୍ରଜାପତି ମାନେଏକା ମହୁ ଖାଇ ସୁଦ୍ଧାଦିଶୁଥାନ୍ତି ଭିନ୍ନ ଭିନ୍ନ, କାଜୁ ଅରଣ୍ୟରେ । ଅଣ୍ଟିରେ କିଛି କଞ୍ଚା
Read More...

ରୋଟାରୀ ରାଉରକେଲା ସେଣ୍ଟ୍ରାଲର ଆଭାସୀ ବକୃତା ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପଦାନ) : ରୋଟାରୀ ରାଉରକେଲା ସେଣ୍ଟ୍ରାଲ ଓ ଡିପିଏସ୍‌ ରୋଟାରୀ ଇଣ୍ଟ୍ରାକ୍ଟର ମିଳିତ ଆନୁକୂଲ୍ୟରେ ଆଭାସୀ ବୈଠକ ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା । ଇଣ୍ଟ୍ରାକ୍ଟର ସଭାପତି ଆତିସ୍ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ନିମନ୍ତେ ଶୋକ ସଭା

କଳାହାଣ୍ଡି, (ପି.କେ. ସାହୁ) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର କାର୍ଯ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାର ସ୍ବର୍ଗତ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘର କର୍ମକତା ଓ ସଦସ୍ୟ ମାନେ ସ୍ବର୍ଗତ
Read More...

ପୌର ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୦୭ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଚୂଡାନ୍ତ ତାଲିକା ପ୍ରକାଶିତ ହୋଇଛି । ଏଥିରେ ବରଗଡ଼ ଜିଲ୍ଲାର ବରଗଡ଼ ପୌର ପରିଷଦ ଏବଂ ପଦ୍ମପୁର, ବିଜେପୁର ଓ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର
Read More...

ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ କୋଭିଡ୍‌-୧୯ ବୁଷ୍ଟର ଡୋଜ୍‌ ଦିଆଯିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀମାନଙ୍କୁ କୋଭିଡ-୧୯ ବୁଷ୍ଟର ଡୋଜ୍‌ ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା
Read More...

ଆସିଲା ଫେବୃଆରି ଗାଇଡ୍‌ ଲାଇନ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫେବୃଆରି ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି ହୋଇଥିବା ବେଳେ ଏଥିରେ ସାମାନ୍ୟ ନାଇଟ କର୍ଫ୍ୟୁ କୋହଳ ହେଇଛି । ସହରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍‌ କର୍ଫ୍ୟୁ । ପୂର୍ବରୁ ଏହା ରାତି ୯ଟାରୁ ସକାଳ ୫ଟା ଯାଏଁ
Read More...

ସିଏମ୍ ଯୋଗୀଙ୍କ ଦସ୍ତଖତକୁ ଜାଲିଆତି କରି ବିଜ୍ଞାପନ ମାଗୁଥିବା ସାମ୍ବାଦିକ ଗିରଫ : ୬ ବର୍ଷ ଧରି ଫେରାର୍‌ ଥିଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ନକଲି ଇମେଲ ଆଇଡି ଖୋଲି ତାଙ୍କ ଦସ୍ତଖତ ଜାଲିଆତି କରି ବିଜ୍ଞାପନ ମାଗିବା ଅଭିଯୋଗରେ ସ୍ୱତନ୍ତ୍ର ସେଲର ଆଇଏଫ୍‌ଏସ୍‌ଓ ୟୁନିଟ୍ ଦ୍ୱାରା ସାମ୍ବାଦିକ ମନୋଜ କୁମାର ସେଠଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର
Read More...

ସାଂସଦ ଜୁଏଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ – ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡର ସାଂସଦ ତଥା କେନ୍ଦ୍ର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ
Read More...