pakka

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ନିମନ୍ତେ ଶୋକ ସଭା

bbehera

କଳାହାଣ୍ଡି, (ପି.କେ. ସାହୁ) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର କାର୍ଯ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାର ସ୍ବର୍ଗତ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘର କର୍ମକତା ଓ ସଦସ୍ୟ ମାନେ ସ୍ବର୍ଗତ ଯୋଶୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପରିବାର ବର୍ଗକୁ ଭଗବାନ ଖୁସିରେ ରଖୁ ବୋଲି ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.

5 × 5 =