Daily Archives

ପଦ୍ମପୁର ପାଇଁ ବିକାଶ ରାସ୍ତା ଖୋଲିବା ଆରମ୍ଭ ମାତ୍ର : ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଧର୍ମଶାଲାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପାଇକମାଲ ନାଗରିକ କମିଟି ତରଫରୁ ସମ୍ୱର୍ଦ୍ଧନା ଗ୍ରହଣ କରିବା ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ଲଜ୍ଜ୍ୟା : ସହର ଭିତରେ ବି ଜାତି ଅଜାତି ଭେଦଭାବ, ଡୁଙ୍ଗୁରିପଡ଼ାରେ ଦୀର୍ଘ ସମୟ ଧରି ପଡ଼ି ରହିଲା ଶବ, ପାଖ ପଡେ଼ାଶୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ସହର ଭିତରେ ବି ଜାତି ଅଜାତି ଭେଦଭାବ ଏତେ ପ୍ରଖର ରହିଥିବା ଏହି ଘଟଣାରୁ ଅନୁମାନ କରାଯାଇଛି । ସ୍ଥାନୀୟ କଲେଜ ଛକ ନିକଟସ୍ଥ ଡୁଙ୍ଗୁରିପଡ଼ାରେ ସକାଳୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜାତି ଅଜାତି
Read More...

ସ୍ୱର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସ୍ମୃତି ସଭା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମନୋହର ସାଂସ୍କୃତିକ ସଂସଦ, ଭେଡେନ ଆନୁକୂଲ୍ୟରେ ବରଗଡଠାରେ କବି, ଲେଖକ, ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳ ଯେତିକି ବଡ଼ ଲେଖକ ଥିଲେ
Read More...

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ଓ କଳାକାର ଯୋଗ ଦେଇ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ମକର ସ୍ନେହ, ସୌହାର୍ଦ୍ଦ୍ୟ ସଂପ୍ରୀତିର ପର୍ବ
Read More...

ଏମିତି ବି ଆସେ ମୃତ୍ୟୁ : ଯୁବ କଂଗ୍ରେସ କର୍ମୀ ଭୋଜରାଜଙ୍କ ମୃତ ଶରୀର ଦେଖି ବାପାଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । ଆଜି ଯୁବ କଂଗ୍ରେସ କର୍ମୀ ଭୋଜରାଜଙ୍କ ମୃତ ଶରୀର ଦେଖି ତାଙ୍କ ବୃଦ୍ଧ ବାପାଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏହି ଘଟଣା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା
Read More...

ପାନୀୟ ଜଳ ଯୋଗାଣ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ଟୁକୁନି, ୧ ମାସ ହେଲା ଜଳ ଯୋଗାଣ ଠପ୍‌

ସଇଁନ୍ତଳା, (ଅଜିତ କୁମାର ସାହୁ) : ଗାଁ ଗାଁ ଜଳ ଯୋଗାଣ ହେବ, ଲୋକେ ଶୁଦ୍ଧ ପାଣି ପାଇ ପାରିବେ ବୋଲି ଅନେକ ଲୋକଙ୍କ ଆଶା ବିଶ୍ୱାସ ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗତ ୧୫/୦୧/୨୦୨୧ ମସିହାରେ ରେମେଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ
Read More...

ଶିଶୁ ବିକାଶ କେନ୍ଦ୍ର ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଟିକ୍ରାପଡା ଜଗନ୍ନାଥ ମନ୍ଦିରଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବଳିଷ୍ଠ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ମଦନ ମୋହନ ରଥ
Read More...

ବଲାଙ୍ଗିର ଜିଲ୍ଲାର ଘରେ ଘରେ ପହଂଚିଲା ରାପିଡ୍ ରେସପନ୍ସ ଟିମ୍‌ : ଭେଟିଲା ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରାମକ ସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ପ୍ରଶାସନ । ବଲାଙ୍ଗିର ଜିଲ୍ଲା ପ୍ରଶାସନ କୋଭିଡ଼୍‌ କଟକଣା ମାନି ଚଳିବାକୁ ଲୋକଙ୍କୁ ସତର୍କ କରାଇବା ସହ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ ସେବାକୁ ବିଶେଷ ଦୃଷ୍ଟି ରଖିଛି
Read More...

ୱେଷ୍ଟ ଜୋନ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ସୁବର୍ଣ୍ଣପୁର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିଏମ୍‌ପୁରଠାରେ ଆସନ୍ତା ୧୫ ଓ ୧୬ ତାରିଖରେ ପଶ୍ଚିମ ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ଟିମ୍‌ ଏଥିରେ
Read More...

କନ୍ଧମାଳ : ବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ
Read More...