pakka

ବଲାଙ୍ଗିର ଜିଲ୍ଲାର ଘରେ ଘରେ ପହଂଚିଲା ରାପିଡ୍ ରେସପନ୍ସ ଟିମ୍‌ : ଭେଟିଲା ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରାମକ ସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ପ୍ରଶାସନ । ବଲାଙ୍ଗିର ଜିଲ୍ଲା ପ୍ରଶାସନ କୋଭିଡ଼୍‌ କଟକଣା ମାନି ଚଳିବାକୁ ଲୋକଙ୍କୁ ସତର୍କ କରାଇବା ସହ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ ସେବାକୁ ବିଶେଷ ଦୃଷ୍ଟି ରଖିଛି । ଜିଲ୍ଲାର ଘରେ ଘରେ ପହଂଚିଛି ରାପିଡ୍ ରେସପନ୍ସ ଟିମ୍‌ । ଭେଟିଛି ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ । କରୋନା ସଂକ୍ରମିତଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ରାପିଡ୍ ରେସପନ୍ସ ଟିମ୍‌ ।

Leave A Reply

Your email address will not be published.

3 × four =