Daily Archives

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଯୋରନ୍ଦା, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଥିବା ପ୍ରସିଦ୍ଧ ଡ଼ୁବୁରୀ ପାହାଡ଼ ସିଦ୍ଧ ବଜରଙ୍ଗବାଲି ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତିରେ ଯୋରନ୍ଦା ଗ୍ରାମ ପଂଚୟତର ଭକ୍ତ ମାନେ ଶ୍ରୀମହାବୀରଙ୍କୁ ଘିଅ, ଧୂପ,
Read More...

ଆଜି ବଲାଙ୍ଗିର ପୌରାଂଚଳରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ : ୱାର୍ଡ ନଂ. ୨ରୁ ସର୍ବାଧିକ ୧୭ ଜଣ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ଜଣ ରହିଥିବା ବେଳେ ପୌରାଂଚଳରେ ୯୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ । ୱାର୍ଡ ନଂ. ୨ରୁ ୧୭ ଜଣ, ୱାର୍ଡ ନଂ. ୧୮ ଏବଂ ୨୧ରୁ ୯ ଜଣ
Read More...

କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ପୀଠ କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ କରାଯାଇଛି । ଉଠା ଦୋକାନୀ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, କରୋନା ସଂକ୍ରମଣର ପ୍ରଥମ ଲହର ଆରମ୍ଭ ହେବା
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ : ଆସନ୍ତୁ ଜାଣିବା କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୯ଜଣ, ବଙ୍ଗୋମୁଣ୍ଡା
Read More...

ଚାଲିଗଲେ ବରପାଲିପଡ଼ାର ଭୋଜରାଜ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡ଼ାର ଭୋଜରାଜ ସାହୁ(୫୩)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ତାଙ୍କ ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ଚମାର ନାମରେ ବେଶ୍‌ ପରିଚିତ ଥିଲେ । ଛାତ୍ର ସମୟରୁ ସେ ରାଜନୀତିରେ ସକ୍ରିୟ ରହିଥିବା ବେଳେ ଅତି ସରଳ ବିଶ୍ୱାସୀ ଥିଲେ ଚମାର ।
Read More...

ଆମ୍ ଆଦମୀ ପାର୍ଟି ତରଫରୁ କରୋନା ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ୍ ମହଲେଇ ଗ୍ରାମ ପଞ୍ଚାୟତର ମହଲେଇ ଗାଁରେ ସାପ୍ତାହିକ ବଜାରରେ ଆମ୍ ଆଦମୀ ପାର୍ଟି ତରଫରୁ ଲୋକଙ୍କୁ କରୋନା ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର,
Read More...

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବହୁ ବିଧାୟକ ଏସ୍‌ପିରେ ଯୋଗ ଦେଲେ : କହିଲେ, ବିଜେପି ମଇଦାନ୍‌ରୁ ସଫା ହେବ

ଲକ୍ଷ୍ନୌ : ୟୁପିରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରରୁ ବିଦ୍ରୋହ କରିବା ପରେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ପୂର୍ବତନ ମନ୍ତ୍ରୀଙ୍କ ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ପୂର୍ବରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକମାନେ
Read More...

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ଗୀତିକାର ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘ
Read More...

ତହସିଲଦାରଙ୍କ କାର୍ଯ୍ୟଶୈଳୀକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା

ସାମନ୍ତରା ପୁଷ୍କରିଣୀରୁ ନୀଳଦଳ ସଫେଇ ନେଇ ପଦକ୍ଷେପ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ସାମନ୍ତରା ପୁଷ୍କରିଣୀରୁ ଗଞ୍ଜାମ ଏନ୍‌ଏସି ପ୍ରଶାସନ ପକ୍ଷରୁ ନୀଳଦଳ ସଫେଇ ଅଭିଯାନ ଆରମ୍ଭ ହୋଇଛି । ପୁଷ୍କରିଣୀ ମଧ୍ୟରେ ନୀଳଦଳ ବୃଦ୍ଧି ପାଉଥିବାରୁ ପୁଷ୍କରିଣୀ ଜଳ
Read More...

ସନ୍ତୋଷପୁର ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢି ଗ୍ରାମରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ କାର୍ତ୍ତିକଢି ସେବା ସମିତି ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ
Read More...