pakka

ଚାଲିଗଲେ ବରପାଲିପଡ଼ାର ଭୋଜରାଜ ସାହୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡ଼ାର ଭୋଜରାଜ ସାହୁ(୫୩)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ତାଙ୍କ ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ଚମାର ନାମରେ ବେଶ୍‌ ପରିଚିତ ଥିଲେ । ଛାତ୍ର ସମୟରୁ ସେ ରାଜନୀତିରେ ସକ୍ରିୟ ରହିଥିବା ବେଳେ ଅତି ସରଳ ବିଶ୍ୱାସୀ ଥିଲେ ଚମାର । ନିଜେ ଯେତେ ଦୁଃଖରେ ଥିଲେ ମଧ୍ୟ ସବୁବେଳେ ହସହସ ମୁହଁରେ କଥାବାର୍ତ୍ତା କରିବା ଭଳି ଏକ ମହାନ୍‌ ଗୁଣର ଅଧିକାରୀ ଥିଲେ ସେ । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

1 + 16 =