pakka

ଆମ୍ ଆଦମୀ ପାର୍ଟି ତରଫରୁ କରୋନା ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ୍ ମହଲେଇ ଗ୍ରାମ ପଞ୍ଚାୟତର ମହଲେଇ ଗାଁରେ ସାପ୍ତାହିକ ବଜାରରେ ଆମ୍ ଆଦମୀ ପାର୍ଟି ତରଫରୁ ଲୋକଙ୍କୁ କରୋନା ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର, ସମାଜସେବୀ ପଞ୍ଚାନନ ବଗର୍ତ୍ତି, ଦିଲୀପ ବଗର୍ତ୍ତି, ସୁବଳ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 3 =