pakka

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ : ଆସନ୍ତୁ ଜାଣିବା କେଉଁଠୁ କେତେ……

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୯ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡ଼ା ବ୍ଲକରୁ ୫ଜଣ, ଦେଓଗାଁ ବ୍ଲକରୁ ୩ଜଣ, ଗୁଡ଼ଭେଲା ବ୍ଲକରୁ ୫ଜଣ, କଣ୍ଟାବାଞ୍ଜି ଏନ୍‌ଏସିରୁ ୪ଜଣ, ଖପ୍ରାଖୋଲ ବ୍ଲକରୁ ୫ଜଣ, ଲୋଇସିଂହା ବ୍ଲକରୁ ୧୦ଜଣ, ମୁରିବାହାଲ ବ୍ଲକରୁ ୨ଜଣ, ପାଟଣାଗଡ଼ ବ୍ଲକରୁ ୪ଜଣ, ପାଟଣାଗଡ଼ ଏନ୍‌ଏସିରୁ ୪ଜଣ, ପୁଇଁନ୍ତଲା ବ୍ଲକରୁ ୧୦ଜଣ, ଟିଟିଲାଗଡ଼ ବ୍ଲକରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୧୧ଜଣ, ତୁରେକେଲା ବ୍ଲକରୁ ୧୧ଜଣ, ତୁଷୁରା ଏନ୍‌ଏସିରୁ ୧୦ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.

5 × 5 =