pakka

ଆଜି ବଲାଙ୍ଗିର ପୌରାଂଚଳରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ : ୱାର୍ଡ ନଂ. ୨ରୁ ସର୍ବାଧିକ ୧୭ ଜଣ ଚିହ୍ନଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ଜଣ ରହିଥିବା ବେଳେ ପୌରାଂଚଳରେ ୯୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ । ୱାର୍ଡ ନଂ. ୨ରୁ ୧୭ ଜଣ, ୱାର୍ଡ ନଂ. ୧୮ ଏବଂ ୨୧ରୁ ୯ ଜଣ ଲେଖାଏଁ, ୱାର୍ଡ ନଂ. ୫, ୧୦ ଏବଂ ୧୫ରୁ ୮ ଜଣ ଲେଖାଏଁ, ୱାର୍ଡ ନଂ. ୨୦ରୁ ୭ ଜଣ, ୱାର୍ଡ ନଂ ୬ ଏବଂ ୭ରୁ ୬ ଜଣ ଲେଖାଏଁ, ୱାର୍ଡ ନଂ. ୧୯ରୁ ୫ ଜଣ, ୱାର୍ଡ ନଂ.୯ ଏବଂ ୧୪ରୁ ୩ ଜଣ ଲେଖାଏଁ, ୱାର୍ଡ ନଂ. ୧, ୩ ଏବଂ ୧୨ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ. ୮, ୧୧, ୧୩ ଏବଂ ୧୭ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

one × 3 =