pakka

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

bbehera

ଯୋରନ୍ଦା, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଥିବା ପ୍ରସିଦ୍ଧ ଡ଼ୁବୁରୀ ପାହାଡ଼ ସିଦ୍ଧ ବଜରଙ୍ଗବାଲି ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତିରେ ଯୋରନ୍ଦା ଗ୍ରାମ ପଂଚୟତର ଭକ୍ତ ମାନେ ଶ୍ରୀମହାବୀରଙ୍କୁ ଘିଅ, ଧୂପ, ଝୁଣା ଦେଇ ତଥା ହୋମ ଯଜ୍ଞ କରି ପୂଜାର୍ଚ୍ଚନା କରିଥାନ୍ତି । ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରାରେ କୋଭିଡ ନିୟମ ପାଳନ କରୁଛନ୍ତି ଯୋରନ୍ଦାବାସୀ ।

Leave A Reply

Your email address will not be published.

seventeen − three =