Daily Archives

ବଲାଙ୍ଗିରରେ ଯୁବ ସମାଜର ପ୍ରିୟ ନେତା ବୈଜୟନ୍ତ ପଣ୍ଡାଙ୍କ ଜନ୍ମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ହାଟପଦାପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସସ୍ମିତା ବେହେରା ଓ ଅନିତା ମିଶ୍ରଙ୍କ ନେତୃତ୍ୱରେ ଯୁବ ସମାଜର ପ୍ରିୟ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମ ଦିବସ ତାଙ୍କ ଶୁଭ ଚିନ୍ତକ ମାନଙ୍କ ତରଫରୁ ପାଳନ କରାଯାଇଛି ।…
Read More...

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଲାଙ୍ଗିର ଏଲ୍‌ଏନ୍‌ଏସ୍‌ କ୍ଲବ ପାଇଁ ୨ କୋଟି ୨୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଲିଟେରାରୀ ଆଣ୍ଡ ସୋସିଆଲ କ୍ଲବରେ ଥିବା ଜର୍ଜ ଲାଇବ୍ରେରୀର ପୁନଃରୁଦ୍ଧାର ଏବଂ ସଂରକ୍ଷଣ ସକାଶେ ୨ କୋଟି ୨୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ…
Read More...

କଂସାରୀପଡା ମୋଟର ସାଇକେଲ ପୋଡ଼ି ଘଟଣାର ସିସି ଟିଭି ଫୁଟେଜ୍‌ ଲାଗିଲା ପୋଲିସ ହାତରେ : ଜଣେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ମୋଟର ସାଇକେଲ ପୋଡ଼ି ଘଟଣାର ସିସି ଟିଭି ଫୁଟେଜ୍‌ ପୋଲିସ ହାତରେ ଲାଗିିଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ଆଜି ସ୍ଥାନୀୟ କଂସାରୀପଡ଼ା…
Read More...

ଗଞ୍ଜାମ ବ୍ଳକ୍ ପ୍ରୟାଗୀ ଅଞ୍ଚଳରେ ଗରୀବଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସମାଜ ସେବିକା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ପୁରୀ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରୟାଗୀ ଅଞ୍ଚଳରେ ଗରୀବ ଓ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର କମ୍ବଳ ବୁଧବାର ବଣ୍ଟନ କରାଯାଇଛି । ସେହି ଗ୍ରାମର ଜଣାଶୁଣା ସମାଜସେବିକା ଶ୍ରୀମତୀ ମିନତୀ ପାତ୍ର,…
Read More...

କେନ୍ଦ୍ରର ଚେତାବନୀ : ଓମିକ୍ରନ୍ ସାଧାରଣ ଥଣ୍ଡା ନୁହେଁ, କୋଭିଡ୍ ପଜିଟିଭିଟି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ : ବୁଧବାର ଦିନ ଦେଶରେ କରୋନା ଭାଇରସ ସଂକ୍ରମଣର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କରୋନା ମାମଲାରେ ତୀବ୍ରତା ଦେଖାଦେଇଛି । ଏଥିସହ ମନ୍ତ୍ରଣାଳୟ କହିଛି ଯେ, ୟୁରୋପରେ ମଧ୍ୟ ଗତ ୨ ସପ୍ତାହ ମଧ୍ୟରେ ମାମଲା ଦ୍ୱିଗୁଣିତ ହୋଇଛି ।…
Read More...

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ

ପାରଳାଖେମୁଣ୍ଡ : ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କର ପୈତୃକ ଘର ପାରଳାଖେମୁଣ୍ଡିର ନିକଟବର୍ତ୍ତୀ ଗୁରାଣ୍ଡିରେ ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ…
Read More...

ସିଏମ୍ ଯୋଗୀ ଅଯୋଧ୍ୟା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି : ଦିଲ୍ଲୀର ବଡ ବିଜେପି ନେତାଙ୍କ ମଧ୍ୟରେ ଆଲୋଚନା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦ୍ୱିତୀୟ ଦିନ ପାଇଁ ମନ୍ଥନ ଜାରି ରହିଛି । ସୂଚନାନୁସାରେ, ୧୦ ରୁ ୧୫ ଜଣ ବିଧାୟକଙ୍କ ସିଟ୍ ବଦଳି ପାରେ ଏବଂ କେତେକଙ୍କ ଟିକେଟ୍ ମଧ୍ୟ କଟା ଯାଇପାରେ । ଏହି ସମୟରେ, ଅଯୋଧ୍ୟାରୁ…
Read More...

ମହାନ ବିପ୍ଳବୀ ଚକରା ବିଷୋୟୀଙ୍କୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମହାନ ବିପ୍ଳବୀ ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍…
Read More...

ଲୋଇସିଂହା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ବି ସ୍କୁଲ ଫୋରମ ଏବଂ "ଏଓକ" ଇଣ୍ଡିଆ ନଲେଜ ସେଣ୍ଟରର ମିଳିତ ସହଯୋଗରେ ଲୋଇସିଂହା ମହାବିଦ୍ୟାଳୟ ଅର୍ଥନୀତି ସ୍ନାତକ ବିଭାଗ ଦ୍ୱାରା ଅନୁଷ୍ଠାନ ପରିସରରେ "ଅର୍ଥନୈତିକ ପରିଚାଳନା ଓ କୋଭିଡ-୧୯" ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି…
Read More...

ମୁଖ୍ୟ ଡାକ୍ତରଖାନାର ଅକ୍ସିଜେନ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା ।…
Read More...