Daily Archives

ଗ୍ରାସୀମ କାମ୍ପାନୀ ପାର୍ଶ୍ଵ କିଆବୁଦାରେ ଅଗ୍ନିକାଣ୍ଡ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ ବାଉଣ୍ଡ୍ରି ପାର୍ଶ୍ଵ ଖଣ୍ଡେଶ୍ୱର ଶୈବପୀଠ ନିକଟସ୍ଥ କିଆବୁଦାରେ କୌଣସି କାରଣ ବସତଃ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି କମ୍ପାନୀ ପ୍ରତି ବିପଦ ସୃଷ୍ଟି କରିଥିଲା । ଯାହାକୁ ନେଇ କମ୍ପାନୀର ଅଗ୍ନିଶମ ବାହିନୀ
Read More...

ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା ବୀରମହାରାଜପୁର,
Read More...

ଦଳପୋଷଠାରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ଆର୍‌ଏସ୍‌ପି ପକ୍ଷରୁ ମଡେଲ୍ ଗ୍ରାମର ମାନ୍ୟତା ପାଇଥିବା ଦଳପୋଷଠାରେ ଦୀପିକା ମହିଳା ସଂହତି ଦ୍ବାରା ଏକ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନାର ସମାଜ କଲ୍ୟାଣ ବିଭାଗ ଓ ଦୀପିକା ମହିଳା ସଂହତିର
Read More...

ଆସନ୍ତୁ ଜାଣିବା, ବଲାଙ୍ଗିର ଜିଲ୍ଲାର କେଉଁଠୁ କେତେ ନୂଆଁ କରୋନା ସଂକ୍ରମିତ ଚିହ୍ନଟ ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବୁଦୁଲା ଗ୍ରା.ପ., ସାଲେଭଟା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ବେନ୍ଦ୍ରାରୁ ୨ ଜଣ, ବଲାଙ୍ଗିର ବ୍ଲକ କୁଡାସିଙ୍ଘା
Read More...

ଉଡ଼ାର ବୁଢ଼ାଡଙ୍ଗର ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନରେ ଦେଓଗାଁ ବ୍ଳକ ଉଡାର ଗାଁ ବୁଢ଼ାଡ଼ଙ୍ଗର ପୂଜା କମିଟି ଆନୁକୂଲ୍ୟରେ ଉଡ଼ାରରୁ ଝାରମୁଣ୍ଡା ଯିବା ରାସ୍ତାର ପତ୍ରଫଡ଼ି ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ହୋଇଥିବା ବୁଢ଼ାଡ଼ଙ୍ଗର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଆଜିକୁ ପ୍ରାୟ ୮୦ବର୍ଷ ହେଲା ଏହି
Read More...

କରୋନାର ତୃତୀୟ ଲହର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତତ୍ପର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ଗ୍ରହଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୫୩ଟି ଏକ୍ଟିଭ କେସ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ୧୮୫୦ଟି ସାମ୍ପଲ
Read More...

ହମିରପୁରରେ ଜାତୀୟ ଯୁବ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ବିବେକାନନ୍ଦ ଯୁବକ ସଂଘ ଓ ହମିରପୁର ଉନ୍ନୟନ ପରିଷଦ ତରଫରୁ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ସଇଁତିରିଶତମ ଜାତୀୟ ଯୁବା ଦିବସ କ୍ଲବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତ ଏହି
Read More...

ଢେଙ୍କାନାଳ ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିନ ଦ୍ୱିପହରରେ ଢେଙ୍କାନାଳ ଜିଲ୍ଲା ରସୋଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୁତ୍ତ ଟଙ୍କା ଓ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦୁଇଟି ବୁଲେଟ୍‌ରେ ୪ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ
Read More...

ଦିନ ଦ୍ୱିପହରରେ ଘର ସାମ୍ନାରେ ଥିବା ବାଇକକୁ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର୍‌ : ତଦନ୍ତ କରୁଛି ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ବଢି ଚାଲିଛି ଅପରାଧ । ଚୋରି, ଡକାୟତି, ହତ୍ୟାକାଣ୍ଡ ତଥା ଗୁଣ୍ଡାଗର୍ଦ୍ଦି ବଢି ବଢି ଚାଲିଛି । ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା ଥମୁନି ଅପରାଧ । ଆଜି ପୁଣି ଏକ ଅପରାଧିକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ
Read More...

୨ ଦିନରେ ଯୋଗୀଙ୍କ ୨ ମନ୍ତ୍ରୀଙ୍କ ଇସ୍ତଫା : ଜଙ୍ଗଲ ମନ୍ତ୍ରୀ ଦାରା ସିଂ କହିଛନ୍ତି, ଦଳିତ ତଥା କୃଷକଙ୍କୁ ଅବହେଳା…

ଲଖନଉ : ଯୋଗୀ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଇସ୍ତଫା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଦଳିତ, କୃଷକ ଏବଂ ବେକାରଙ୍କୁ ଅବହେଳା ଯୋଗୁଁ ସେ ଆହତ ହୋଇଛନ୍ତି । ପଛୁଆ ଏବଂ
Read More...