Daily Archives

ସମଗ୍ର ବଲାଙ୍ଗିର ଜିଲ୍ଲାରେ ଘରେ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ ପରିଦର୍ଶନ କଲା ରାପିଡ୍ ରେସପନ୍ସ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ବଲାଙ୍ଗିର ଜିଲ୍ଲାରେ ଘରେ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ ପରିଦର୍ଶନ କରିଛି ରାପିଡ୍ ରେସପନ୍ସ ଟିମ୍‌ । କରୋନା ସଂକ୍ରମଣକୁ ରୋକିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା ବେଳେ ସଂକ୍ରମିତଙ୍କୁ ତୁରନ୍ତ
Read More...

ସଂରଣକ୍ଷରୁ ବାଦ ପ୍ରତିବାଦରେ ସୁନାମୁଦି ପଞ୍ଚାୟତରେ ତାଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସୁନାମୁଦି ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସଂରକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ
Read More...

ଜଣେ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ କଲୋନୀ ନିକଟରେ ଜଣେ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ବଲାଙ୍ଗିର ରେଲୱେ କଲୋନୀ ନିକଟରେ ରହୁଥିବା ବେଳେ ଗତକାଲି ତାଙ୍କ ମୁଣ୍ଡବ୍ୟଥା ହେବାରୁ ତାଙ୍କୁ ସ୍ଥାନୀୟ ଭୀମ ଭୋଇ
Read More...

ଡବ୍ଲ୍ୟୁଏଚ୍‌ଓର ଚେତାବନୀ : ମହଜୁଦ ଟୀକାକରଣର ବୁଷ୍ଟର୍‌ ଡୋଜ୍‌ ଯଥେଷ୍ଟ ନୁହେଁ, ଅଧିକ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ…

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏଥି ସହିତ ଟୀକାକରଣ ଏବଂ ବୁଷ୍ଟର୍‌ ଡୋଜ୍‌ ଦିଆଯିବା ଦିଗରେ ଅନେକ ଦେଶରେ ଜୋର୍‌ସୋର୍‌ ଅଭିଯାନ ମଧ୍ୟ ଚାଲିଛି । ଏହି ସମୟରେ, ବଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚେତାବନୀ ଦେଇଛି ଯେ, ମହଜୁଦ
Read More...

ଭାଜପା କାର୍ଯ୍ୟାଳୟରେ କରୋନା : ୫୦ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ୫୦ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଭାଜପା ମିଡ଼ିଆ ଉପମୁଖ୍ୟ ସଞ୍ଜୟ ମୟୁଖ ମଧ୍ୟ ରହିଛନ୍ତି । ଏହା ସହିତ ସୁରକ୍ଷାକର୍ମୀ ଏବଂ ବିଭିଜି କର୍ମଚାରୀ ମଧ୍ୟ
Read More...

ଖଟଖଟିଆ ନୂଆପଡ଼ାରେ ଅଛରାଏ ବର୍ଷାରେ ଆଣ୍ଠୁଏ ପାଣି : ଲୋକେ ଡ଼ହକ ବିକଳ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ଗାଁର ନୂଆପଡା ରାସ୍ତାରେ ଅଛରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ହୋଇଯାଉଛି । ଗତ ୬ମାସ ହେବ ଏଲ୍‌ଏନ୍‌ଟି କମ୍ପାନୀ ପାଣି ନିଷ୍କାସନ ପାଇଁ କୌଣସି ବାଟ ନରଖି ଖୋଲିଦେବା ଯୋଗୁଁ ଏବେ ବର୍ଷା ହେବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ଘରକୁ
Read More...

ଘର କାନ୍ଥରେ ପିଟି ହେଲା ଟ୍ରାକ୍ଟର, ଡ୍ରାଇଭରଙ୍କ ମୃତ୍ୟୁ

ଜି.ଉଦୟଗିରି : ଘର କାନ୍ଥରେ ପିଟି ହେଲା ଟ୍ରାକ୍ଟର । ଡ୍ରାଇଭରଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଶଙ୍ଖସାହି ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯୋଗ୍ୟ
Read More...

କରୋନା ପଜିଟିଭ୍‌ ହେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତା । ସେ ଏବେ ଆଇସୋଲେଶନରେ ରହିଥିବା ବେଳେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇଦେବାକୁ ପୂର୍ବତନ
Read More...

ତନ୍ତ୍ର-ମନ୍ତ୍ର ସାହାଯ୍ୟରେ ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ଯାଇଥିବା ମହିଳା ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପକ୍ଷାଘାତ ମହିଳା ରୋଗୀ ତାଙ୍କ ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ଯାଇଥିବା ବେଳେ ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ତାନ୍ତ୍ରିକ ଜଣକ ବାହାନା କରି ମହିଳାଙ୍କ
Read More...

କୂଅ ମଧ୍ୟରେ ଜଙ୍ଗଲୀ ବରାର୍ହ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା, ଶଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବରାର୍ହ ଆଜି ସକାଳୁ ପଡି ଯାଇଥିଲା । ଏହାର ଓଜ଼ନ ପ୍ରାୟ ଏକ କ୍ୱିଣ୍ଟାଲରୁ ଅଧିକ ହେବ । ଏ ବିଷୟରେ ସଂଗେ ସଂଗେ ଶଢଙ୍ଗୀ
Read More...