Daily Archives

ଜେଆରସି : ସଚେତନତା ହିଁ ସୁରକ୍ଷା

ଉଲୁଣ୍ଡା, (କେପିଏନ୍‌ଏସ୍‌) : ସଚେତନତା ହିଁ ସୁରକ୍ଷା । କରୋନା ପ୍ରଭାବରେ ଜୀବନ, ଜୀବିକା ଏବଂ ଶିକ୍ଷାର ଗତି ଶିଥିଳ ହୋଇଯାଇଛି । ସଠିକ ଭାବରେ ହାତ ଧୋଇବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ ଗାଇଡଲାଇନ ମାନି ଚଳିବା ହିଁ ବର୍ତ୍ତମାନର ଆହ୍ୱାନ । ଏହି କଥାକୁ
Read More...

ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର ଲୁଲୁଙ୍ଗ ପ୍ରବେଶ ଫାଟକ ଦେଇ କୌଣସି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ ନାହିଁ । ବର୍ଷା ତଥା କୋହଲା ପାଗ ପାଇଁ ଶିମିଳିପାଳ
Read More...

ଲକ୍ଷ୍ମୀଧର ବେହେରା ଆଇଆଇଟି ମଣ୍ଡି ନିର୍ଦ୍ଦେଶକ ଭାବେ ନିଯୁକ୍ତ

ଭୁବନେଶ୍ୱର, (ସୁଶାନ୍‌ନ୍ତ ସାହୁ) : ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ମଣ୍ଡିର ନୂତନ ନିର୍ଦ୍ଦେଶକ ଭାବେ ଓଡ଼ିଆ ଶିକ୍ଷାବିତ୍‌ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କୁ ନିଯୁକ୍ତ କରାଯାଇଛି । ଆଇଆଇଟି କାନ୍‌ପୁରରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ପୁନମ୍‌ ଏବଂ
Read More...

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଉଦ୍‌ଘାଟନ କଲେ ଅନନ୍ୟା ଜ୍ୱେଲର୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବିକ୍ରମ ଛକ ସ୍ଥିତ ବିକ୍ରମ ହାଇଟ୍‌ସ୍‌ରେ ଉଦ୍‌ଘାଟିତ ହୋଇଯାଇଛି ଆକର୍ଷଣୀୟ ଅଳଙ୍କାର ସୋ’ରୁମ୍‌ ଅନନ୍ୟା ଜ୍ୱେଲର୍ସ । ଏହାକୁ ଉଦ୍‌ଘାଟନ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଅଭିନେତ୍ରୀ ଶିବାନୀ ସଙ୍ଗୀତା । ତେବେ ଦେଖଣାହାରୀଙ୍କ
Read More...

ସାଉଥ୍‌ର ପ୍ରସିଦ୍ଧ ଅଭିନେତ୍ରୀ କୀର୍ତ୍ତି ସୁରେଶ କରୋନା ସଂକ୍ରମିତ

ମୁମ୍ବାଇ : ସାଉଥ୍ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ତଥା ସୋସିଆଲ୍ ମିଡିଆ ସେଲିବ୍ରିଟି କୀର୍ତ୍ତି ସୁରେଶ କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆରେ କୀର୍ତ୍ତି ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ, ସେ କରୋନା ପଜିଟିଭ୍ ହୋଇଛନ୍ତି । ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ, ତାଙ୍କର
Read More...

ପିଏମ ମୋଦୀଙ୍କ ସୁରକ୍ଷାରେ ଅବହେଳା ପ୍ରସଙ୍ଗ : ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି,…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ କୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ସମଗ୍ର ଘଟଣାର ଅନୁସନ୍ଧାନ
Read More...

ଦିଲ୍ଲୀରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛୁ, ବର୍ତ୍ତମାନ ପଞ୍ଜାବର ପାଳି : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶରେ ସରଗରମ ହେବାରେ ଲାଗିଛି ମାହୋଲ୍‌ । ଏହା ବ୍ୟତୀତ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁରରେ ବି ରାଜନୈତିକ ଉଷ୍ମତା ତୀବ୍ର ହେବାରେ ଲାଗିଛି । ୟୁପିରେ ଭାରତୀୟ ଜନତା ପାର୍ଟି ଲଖନଉରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା,
Read More...

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

କଟକ : କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର କିଛି ସମୟ ମଧ୍ୟରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଗ୍ନିକାଣ୍ଡ
Read More...

ଦେଶରେ ଦିନକରେ ୨ଲକ୍ଷ ପାଖାପାଖି ସଂକ୍ରମିତ : ଗତ ୨୪ ଘଂଟାରେ ୧,୯୪,୭୨୦ ଆକ୍ରାନ୍ତ ଚିହ୍ନଟ, ୪୪୨ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଂଚିଛି । ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୯୪,୭୨୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୪୪୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦୈନିକ ସଂକ୍ରମଣ ହାର ୧୧.୦୫% ରହିଥିବା
Read More...

ମାଗୁରବେଡ଼ା ଗାଁରୁ ଦେଶୀ ରନ୍ଧା ଦେଶୀ ମଦ ଜବତ କଲା ବଲାଙ୍ଗିର ଅବକାରୀ ବିଭାଗ, ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରନ୍ଧା ଦେଶୀ ମଦ ଧରପଗଡ଼ରେ ଅଣ୍ଟା ଭିଡ଼ିଛି ବଲାଙ୍ଗିର ଅବକାରୀ ବିଭାଗ । ମାଗୁରବେଡ଼ା ଗାଁରୁ ରନ୍ଧାମଦ ବିକ୍ରି ସମୟରେ ୨ଜଣଙ୍କୁ ଗିରଫ କରିବା ସହ ୩୪ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି । ଖଇରଗୁରା ଗ୍ରାମର ସୁବ୍ରତ କୁଅଁର ଏବଂ ବନମାଳି କୁଅଁରଙ୍କୁ
Read More...
error: Content is protected !!